ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତିକୁ ନିର୍ବାଚନ କମିଶନଙ୍କ କ୍ଲିନଚିଟ୍‌

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନ କହିଛନ୍ତି। ଏହାର ଅର୍ଥ ମାଗଣା କରୋନା ଟିକା ବିବାଦରେ ବିଜେପିକୁ ଇସି କ୍ଲିନଚିଟ୍‌ ଦେଇଛନ୍ତି। ନିକଟରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତେବେ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଓ ଏଭଳି […]

ff

ff

Hemant Lenka
  • Published: Saturday, 31 October 2020
  • Updated: 31 October 2020, 04:10 PM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନ କହିଛନ୍ତି। ଏହାର ଅର୍ଥ ମାଗଣା କରୋନା ଟିକା ବିବାଦରେ ବିଜେପିକୁ ଇସି କ୍ଲିନଚିଟ୍‌ ଦେଇଛନ୍ତି।

ନିକଟରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତେବେ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଓ ଏଭଳି ପ୍ରତିଶ୍ରୁତି ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ତେବେ ନିର୍ବାଚନ କମିଶନ ଆଚରଣ ବିଧି ଆଇନ ପାର୍ଟ ଭିଆଇଆଇଆଇ ଅନୁଯାୟୀ ବିଜେପି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରୁନାହିଁ ବୋଲି କହିଛନ୍ତି। ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ଜାରି କରିଥିବା ନ୍ୟାୟ ସ୍କିମକୁ ମଧ୍ୟ ଏହି ଆଧାରରେ ନିର୍ବାଚନ କମିଶନ କ୍ଲିନଚିଟ୍ ଦେଇଥିଲେ।

ଅକ୍ଟୋବର ୨୨ରେ ବିଜେପି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ ବିଜେପି ଓ ଜେଡିୟୁ ବିହାରରେ କ୍ଷମତା ବଜାୟୀ ରଖିଲେ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ।

ତେବେ କେନ୍ଦ୍ର ସରକାରଙ୍କ ମେସିନାରୀକୁ ବିଜେପି ରାଜନୀତିରେ ବ୍ୟବହାର କରି ଲୋକଙ୍କୁ ମାଗଣାରେ ଟିକା ଦେବା କଥା କହୁଥିବା ବିରୋଧୀ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story