ନମୋ ଟିଭିରେ ଦଳୀୟ ପ୍ରଚାର ପାଇଁ ବିଜେପିକୁ ନୋଟିସ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ଭୋଟିଂ ହେବ। ଗତକାଲିଠାରୁ ବିଭିନ୍ନ ଦଳର ପ୍ରଚାର ଅଭିଯାନ ଶେଷ ହୋଇଛି। ବର୍ତ୍ତମାନ ‘ସାଇଲେଣ୍ଟ ପିରିୟଡ୍‌’ ଚାଲିଥିବା ବେଳେ ନମୋ ଟିଭିରେ ବିଜେପିକୁ ସୁହାଇବା ଭଳି କିଛି ବିଷୟବସ୍ତୁର ପ୍ରସାରଣ କରାଯାଇଛି। ଏକଥା ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱର ସହ ନେଇଛନ୍ତି। ଏନେଇ ଜବାବ ଦାଖଲ କରିବାକୁ ସେ ବିଜେପିକୁ ନୋଟିସ୍‌ ପଠାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ସାଇଲେଣ୍ଟ ପିରିୟଡ୍‌ ରବିବାର ସନ୍ଧ୍ୟା ୬ଟାରେ ଶେଷ ହେବ। ନିୟମ […]

ssa

ssa

Hemant Lenka
  • Published: Saturday, 11 May 2019
  • Updated: 11 May 2019, 05:41 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ଭୋଟିଂ ହେବ। ଗତକାଲିଠାରୁ ବିଭିନ୍ନ ଦଳର ପ୍ରଚାର ଅଭିଯାନ ଶେଷ ହୋଇଛି। ବର୍ତ୍ତମାନ 'ସାଇଲେଣ୍ଟ ପିରିୟଡ୍‌' ଚାଲିଥିବା ବେଳେ ନମୋ ଟିଭିରେ ବିଜେପିକୁ ସୁହାଇବା ଭଳି କିଛି ବିଷୟବସ୍ତୁର ପ୍ରସାରଣ କରାଯାଇଛି। ଏକଥା ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱର ସହ ନେଇଛନ୍ତି। ଏନେଇ ଜବାବ ଦାଖଲ କରିବାକୁ ସେ ବିଜେପିକୁ ନୋଟିସ୍‌ ପଠାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ସାଇଲେଣ୍ଟ ପିରିୟଡ୍‌ ରବିବାର ସନ୍ଧ୍ୟା ୬ଟାରେ ଶେଷ ହେବ।

ନିୟମ ଅନୁସାରେ ସାଇଲେଣ୍ଟ ପିରିୟଡ୍‌ରେ ସୋଶାଲ୍‌ ମିଡିଆ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ରାଜନୀତିକ ଦଳଗୁଡ଼ିକ ପ୍ରଚାର କରିପାରିବେ ନାହିଁ। କିନ୍ତୁ ବିଜେପି ନମୋ ଟିଭିରେ ନିର୍ବାଚନକୁ ନେଇ ନିଜର ପ୍ରଚାର କରିଛି। ଏଥିପାଇଁ ବିଜେପିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story