ଓଡ଼ିଶା ସମେତ ଏକାଧିକ ରାଜ୍ୟରୁ ୪୧ଶହ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପାରାଡାଇଜ ପେପର ଲିକ୍‌ ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପେପର ଲିକ୍‌ ଘଟଣାରେ ଇଡି ହାଇଦ୍ରାବାଦ ସ୍ଥିତ ଏଗ୍ରି ଗୋଲ୍ଡ ନାଁରେ ମନି ଲଣ୍ଡରିଂ କେସ୍‌ ରୁଜୁ କରିଥିଲା। ବୁଧବାର କମ୍ପାନୀର ୩ ଜଣ ପ୍ରମୋଟର ଗିରଫ ହୋଇଥିବା ବେଳେ ଗୁରୁବାର ଏହାର ପ୍ରାୟ ୪୧ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ଜବତ ସମ୍ପତ୍ତି ମଧ୍ୟରେ ୨୮୦୯ […]

e

e

Hemant Lenka
  • Published: Friday, 25 December 2020
  • Updated: 25 December 2020, 08:40 AM IST

Sports

Latest News

ନୂଆଦିଲ୍ଲୀ: ପାରାଡାଇଜ ପେପର ଲିକ୍‌ ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପେପର ଲିକ୍‌ ଘଟଣାରେ ଇଡି ହାଇଦ୍ରାବାଦ ସ୍ଥିତ ଏଗ୍ରି ଗୋଲ୍ଡ ନାଁରେ ମନି ଲଣ୍ଡରିଂ କେସ୍‌ ରୁଜୁ କରିଥିଲା।

ବୁଧବାର କମ୍ପାନୀର ୩ ଜଣ ପ୍ରମୋଟର ଗିରଫ ହୋଇଥିବା ବେଳେ ଗୁରୁବାର ଏହାର ପ୍ରାୟ ୪୧ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ଜବତ ସମ୍ପତ୍ତି ମଧ୍ୟରେ ୨୮୦୯ କୋଟିର ଜମି, ୪୮ ଏକର ଜମିରେ ଆନ୍ଧ୍ର ପ୍ରଦେଶରେ ଥିବା ହାଇଲାଣ୍ଡ ଆମ୍ୟୁଜମେଣ୍ଟ ପାର୍କ ଓ ଏକାଧିକ କମ୍ପାନୀ ଏବଂ ଫ୍ୟାକ୍ଟ୍ରିରେ ଥିବା ଶେୟାର ରହିଛି। ଏଗ୍ରି ଗୋଲ୍ଡର ଜବତ ସମ୍ପତ୍ତି ଗୁଡ଼ିକ ଓଡ଼ିଶା ସମେତ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକା ରହିଥିବା ଇଡି ପକ୍ଷରୁ କୁହାଯାଇଛି।

ଇଡି କହିଛି ଯେ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଭା ଭେଙ୍କଟା ରାମା ରାଓ। ତାଙ୍କ ଭାଇ ଛୋଟ ଛୋଟ ପୁଞ୍ଜି ନିବେଶକାରୀଙ୍କୁ ଷଡ଼ଯନ୍ତ୍ର କରି ଠକୁ ଥିଲେ। ରାଓ ଏବଂ ତାଙ୍କ ଏଗ୍ରି ଗୋଲ୍ଡ ଫାର୍ମ ପ୍ରାୟ ୩୨ ଲକ୍ଷ ଲୋକଙ୍କ ଠାରୁ ୬୪୦୦ କୋଟି ଟଙ୍କା ଆଦାୟ କରିଥିଲେ। ଏହି କଳାକାରନାମା ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଥିଲା।

ଅର୍ଥ ଆଦାୟ କରିବା ପରେ ବ୍ୟକ୍ତିଗତ ସମ୍ପତ୍ତି କିଣିବା ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ଅଭିଯୁକ୍ତ ମାନେ ପ୍ରାୟ ୧୫୦ଟି ସେଲ କମ୍ପାନୀ ଖୋଲିଥିଲେ। ଅଧିକ ସୁଧର ଲୋଭ ଦେଖାଇ ସେମାନେ ଏହି ସେଲ୍‌ କମ୍ପାନୀଗୁଡ଼ିକ ନାଁରେ ଲୋକଙ୍କ ଠାରୁ ଟଙ୍କା ଆଣୁଥିଲେ। ଏଥିପାଇ ବିଭିନ୍ନ ଏଜେଣ୍ଟ ମଧ୍ୟ ନିୟୋଜିତ କରାଯାଇଥିଲା। ଏହି ଏଜେଣ୍ଟମାନେ ଲୋକଙ୍କ ଠାରୁ ପ୍ରାୟ ୬୪୦୦ କୋଟି ଟଙ୍କା ଆଦାୟ କରିଥିଲେ।

ରାଓ ଓ ତାଙ୍କ ପରିବାର ବେଆଇନ ଭାବେ ଲୋକଙ୍କ ଜମା ରାଶିକୁ ଘରୋଇ କମ୍ପାନୀରେ ନିବେଶ କରୁଥିଲେ। କମ୍ପାନୀ ଗୁଡ଼ିକ ରାଓଙ୍କ ପରିବାର ଓ ସମ୍ପର୍କୀୟଙ୍କ ନାଁରେ ରହିଥିଲା। ପାରାଡାଇଜ୍‌ ପେପର ଲିକରେ ମଧ୍ୟ ଏମାନଙ୍କ ନାଁ ରହିଥିଲା। ମନି ଲଣ୍ଡରିଂ କେସ୍‌ରେ ମୋଟ ୪୧୦୯ କୋଟିର ସମ୍ପତ୍ତି ଜବତ କରାଯାଇଥିବା ଇଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story