ବସ୍‌କୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୮ ଜୀବନ

ଜୟପୁର: ରାଜସ୍ଥାନର ଟଙ୍କ-କୋଟା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍‌କୁ ସିମେଣ୍ଟ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହାତମାନେ ଖାଟୁ ଶ୍ୟାମ ଜୀ ଠାରୁ ସେମାନଙ୍କର ଘର ମଧ୍ୟପ୍ରଦେଶର ରାଜଗଡ଼ ଯାଉଥିଲେ। ପୁଲିସ୍‌ର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଫୋର୍ସ ଟ୍ରାଭେଲର୍‌ରେ ୧୪ ଜଣ ଯାତ୍ରୀ ରହିଥିଲେ। ମିନି ବସ୍‌ର ଡ୍ରାଇଭର ସ୍ଥାନୀୟ […]

g

g

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 03:00 PM IST

Sports

Latest News

ଜୟପୁର: ରାଜସ୍ଥାନର ଟଙ୍କ-କୋଟା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍‌କୁ ସିମେଣ୍ଟ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହାତମାନେ ଖାଟୁ ଶ୍ୟାମ ଜୀ ଠାରୁ ସେମାନଙ୍କର ଘର ମଧ୍ୟପ୍ରଦେଶର ରାଜଗଡ଼ ଯାଉଥିଲେ।

ପୁଲିସ୍‌ର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଫୋର୍ସ ଟ୍ରାଭେଲର୍‌ରେ ୧୪ ଜଣ ଯାତ୍ରୀ ରହିଥିଲେ। ମିନି ବସ୍‌ର ଡ୍ରାଇଭର ସ୍ଥାନୀୟ ଓଭରବ୍ରିଜ୍‌ ଉପରେ ଓଭରଟେକ୍‌ କରୁଥିବା ବେଳେ ସାମ୍ନା ପଟୁ ଆଉ ଏକ ଗାଡ଼ି ଆସୁଥିବା ଦେଖି ବ୍ରେକ୍‌ ଲଗାଇଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଖୁବ ଜୋରରେ ଉକ୍ତ ବସକୁ ଧକ୍କା ଦେଇଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଟ୍ରକର ଟ୍ରଲିଟି ସିଧା ବସ୍ ଉପରେ ପଡ଼ିଯାଇଥିଲା। ଏହା ମଧ୍ୟରେ ଚାପି ହୋଇ ସମସ୍ତଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ବସ୍‌ ମଧ୍ୟରୁ ୪ ଜଣଙ୍କୁ ବାହାର କରି ଟଙ୍କରେ ଥିବା ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ବି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେମାନେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story