ମୋଦି-ଜିନପିଙ୍ଗ ଆଲୋଚନାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଚେନ୍ନାଇ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଅନୌପଚାରିକ ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ଚେନ୍ନାଇକୁ ଧନ୍ୟବାଦ ଦେଇ ଜିନପିଙ୍ଗ ଚାଇନା ଯାଇଥିବା ବେଳେ ମୋଦି ଦିଲ୍ଲୀକୁ ଫେରି ଆସିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ୧: ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ସେବା କ୍ଷେତ୍ରର ବିକାଶ ପାଇଁ ନୂଆ କମିଟି ପ୍ରତିଷ୍ଠା ହେବ। ଏହି କମିଟିରେ […]

cv

cv

Hemant Lenka
  • Published: Saturday, 12 October 2019
  • Updated: 12 October 2019, 08:03 PM IST

Sports

Latest News

ଚେନ୍ନାଇ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଅନୌପଚାରିକ ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ଚେନ୍ନାଇକୁ ଧନ୍ୟବାଦ ଦେଇ ଜିନପିଙ୍ଗ ଚାଇନା ଯାଇଥିବା ବେଳେ ମୋଦି ଦିଲ୍ଲୀକୁ ଫେରି ଆସିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି।

୧: ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ସେବା କ୍ଷେତ୍ରର ବିକାଶ ପାଇଁ ନୂଆ କମିଟି ପ୍ରତିଷ୍ଠା ହେବ। ଏହି କମିଟିରେ ଚାଇନା ଉପ ରାଷ୍ଟ୍ରପତି ହୁ ଚୁନହୁହା ଓ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଦସ୍ୟ ରହିବେ।

୨: ବିଶ୍ୱରେ ବୃଦ୍ଧି ପାଉଥିବା ଆତଙ୍କବାଦ ଓ ମୌଳବାଦ ଚିନ୍ତାଧାରକୁ ମୁକାବିଲା କରିବା ପାଇଁ ଉଭୟ ନେତା ରାଜି ହୋଇଛନ୍ତି।

୩: ଦୁଇ ଦେଶ ପରସ୍ପର ବିଶ୍ୱାସ ଓ ଆସ୍ଥା ଭାଜନ କରି କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଜିନପିଙ୍ଗ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚାଇନା ଆସିବାକୁ ନିମନ୍ତ୍ରଣ କରିଛନ୍ତି।

୪: କଶ୍ମୀରକୁ ନେଇ ଭାରତ ଓ ଚାଇନା ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ। କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ମୋଦି ବୈଠକ ସମୟରେ ଜିନପିଙ୍ଗଙ୍କୁ ଏ ସମ୍ପର୍କରେ କୌଣସି କଥା କହିନାହାନ୍ତି। ତେବେ ଜିନପିଙ୍ଗ ଭାରତର ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଚାଇନା ଗସ୍ତକୁ ପ୍ରଶଂସା କରିଥିଲେ।

୫: ରାଷ୍ଟ୍ରପତି ଜିନପିଙ୍ଗ ମାନସରୋବରୋ ଯାଉଥିବା ଯାତ୍ରୀଙ୍କୁ ଉତ୍ତର ସେବା ଯୋଗାଇ ଦେବା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ। ସେହିପରି ମୋଦି ତାମିଲନାଡୁ ଓ ଚାଇନାର ଫୁଜିଆନ୍‌ ପ୍ରଦେଶ ମଧ୍ୟରେ ଥିବା ସମାନତା ବିଷୟରେ କହିଥିଲେ।

୬: ଚାଇନିଜ ଓ ଭାରତୀୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଉଭୟ ଦେଶ କାର୍ଯ୍ୟ କରିବେ। ଏଥିପାଇଁ ଦୁଇ ଦେଶ ମିଳିତ ଭାବେ ୭୦ଟି କାର୍ଯ୍ୟକ୍ରମ ହାତକୁ ନେବେ। ୩୫ଟି ଭାରତରେ ଓ ଅନ୍ୟ ୩୫ଟି ଚାଇନାରେ ଆୟୋଜିତ କରାଯିବ। ପର୍ଯ୍ୟଟନର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

୭: ଚାଇନା ଓ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଅଧିକ ଦୃଢ଼ତାର ସହ ସ୍ଥାପନ କରିବାକୁ ମୋଦି ଗବେଷଣାକୁ ଅଧିକ ଗୁରୁତ୍ୱ ଦେଇଥିଲେ।

୮: ତୃତୀୟ ଅନୌପଚାରିକ ବୈଠକ ପାଇଁ ଜିନପିଙ୍ଗ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ନିମନ୍ତ୍ରଣ କରିଛନ୍ତି। ମୋଦି ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story