ତେଲେଙ୍ଗାନା ଏନକାଉଣ୍ଟର: ଏନଏଚଆରସିଙ୍କ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)। ଏନଏଚଆରସି ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ ଏହି ଘଟଣାରେ ନିଜ ଆଡ଼ୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏନଆରସିର ତଦନ୍ତକାରୀ ଟିମ୍‌ ଏନକାଉଣ୍ଟର ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିବ। ଏନଏଚଆରସି ପକ୍ଷରୁ କୁହାଯାଇଛି ଯେ ହାଇଦ୍ରାବାଦର ଭେଟେରିନାରୀ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ୪ ଜଣ ଯୁବକଙ୍କୁ […]

cxc

cxc

Hemant Lenka
  • Published: Friday, 06 December 2019
  • Updated: 06 December 2019, 04:52 PM IST

Sports

Latest News

ନୂଆଦିଲ୍ଲୀ: ତେଲେଙ୍ଗାନାରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)। ଏନଏଚଆରସି ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ ଏହି ଘଟଣାରେ ନିଜ ଆଡ଼ୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏନଆରସିର ତଦନ୍ତକାରୀ ଟିମ୍‌ ଏନକାଉଣ୍ଟର ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିବ।

ଏନଏଚଆରସି ପକ୍ଷରୁ କୁହାଯାଇଛି ଯେ ହାଇଦ୍ରାବାଦର ଭେଟେରିନାରୀ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା। ଆଜି ଭୋର ସମୟରେ ସେମାନଙ୍କୁ କ୍ରାଇମ ସେନ୍ସକୁ ନେଇ ଅଧିକ ଖୋଳ ତାଡ଼ କରୁଥିଲା। ହେଲେ ଏହି ସମୟରେ ପୁଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।

ତେଣୁ ଏନଏଚଆରସି ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏବେ ଏହି ଘଟଣାକୁ ବେଶ ଯତ୍ନର ସହ ତଦନ୍ତ କରିବାକୁ ପଡ଼ିବ। ଏଥିପାଇଁ ଏନଆରସି କମିଶନ ସଂସ୍ଥାର ଡିଜିଙ୍କୁ ଏକ ଫ୍ୟାକ୍ଟ ଫାଇଡିଂ ଟିମ୍‌ ଘଟଣା ସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଏସ୍‌ଏସ୍‌ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ହେବ ଏବଂ ତଦନ୍ତକାରୀ ଟିମ୍‌ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।

ପୁଲିସ୍ ଅଭିଯୁକ୍ତମାନଙ୍କୁ ସେଠାକୁ ନେଇଥିଲେ ହେଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ନଥିଲା କିମ୍ବା ଆଲର୍ଟ ରହି ନଥିବା ଏହି ଏନକାଉଣ୍ଟରରୁ ସ୍ପଷ୍ଟ ହେଉଛି। ପୁଲିସ୍‌ ଏମାନଙ୍କୁ ତଦନ୍ତ ବେଳେ ଗିରଫ କରିଥିଲେ ହେଁ ଏଯାଏ କୋର୍ଟ କାହାକୁ ବି ଦୋଷୀ ସାବ୍ୟସ୍ତ କରି ନଥିଲେ। ଯଦି ଗିରଫ ଯୁବକମାନେ ପ୍ରକୃତରେ ବର୍ବରକାଣ୍ଡ ଭିଆଇଥିଲେ, ତା’ହେଲେ ସେମାନଙ୍କୁ କୋର୍ଟ ଦଣ୍ଡ ଦେଇ ଥାଆନ୍ତେ।

ହେଲେ ଏହା ପୂର୍ବରୁ ପୁଲିସ୍ କେମିତି ଏନକାଉଣ୍ଟର କଲା ବୋଲି ଏନଏଚଆରସି ପକ୍ଷରୁ ପ୍ରଶ୍ନ କରାଯାଇଛି। ପୁଲିସ୍‌ ହେଫାଜତରେ ଥିବା ବେଳେ ହିଁ ସେମାନଙ୍କର ଏନକାଉଣ୍ଟର ହୋଇଛି। ତେଣୁ ଏହାକୁ କମିଶନ ଗୁରୁତ୍ୱର ସହ ନେଇଛନ୍ତି।

ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ମଧ୍ୟ ଏନଏଚଆରସି ନିଜ ଆଡ଼ୁ କରୁଛନ୍ତି। ଏଥିପାଇଁ ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟର ସରକାର, ପୁଲିସ୍ ମୁଖ୍ୟ ଓ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story