ପିଲାର ନାମକରଣକୁ ନେଇ ଉପୁଜିଲା ଦ୍ୱନ୍ଦ୍ୱ: ଦମ୍ପତି ନେଲେ ଏମିତି ନିଷ୍ପତ୍ତି

ଗୌନ୍ଦିଆ: ଗଣତନ୍ତ୍ରରେ ନିର୍ବାଚନ ଦ୍ୱାରା ସରକାର ଗଠନ ହୋଇଥାଏ। ଏହି ସରକାର ଲୋକଙ୍କ ନିର୍ଦ୍ଦିଷ୍ଟ ସମୟ ପାଇଁ ନିର୍ବାଚିତ ହୋଇ ଲୋକଙ୍କ ସେବା କରିଥାନ୍ତି। ହେଲେ କୌଣସି ପିଲାର ନାଁ କଣ ରହିବ ତାକୁ ନେଇ କେବେ କେଉଁଠି ନିର୍ବାଚନ ହେବା ଶୁଣିଛନ୍ତି କି? ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଏମିତି ହୋଇଛି। ମହାରାଷ୍ଟ୍ର ଗୌନ୍ଦିଆର ଏକ ଦମ୍ପତି ନିଜ ପିଲାର ନାମକରଣକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବାରୁ ନିର୍ବାଚନ କରାଇଛନ୍ତି। ଆଉ ଏହାର ଫଳାଫଳ ଅନୁସାରେ […]

baby

baby

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 02:58 PM IST

Sports

Latest News

ଗୌନ୍ଦିଆ: ଗଣତନ୍ତ୍ରରେ ନିର୍ବାଚନ ଦ୍ୱାରା ସରକାର ଗଠନ ହୋଇଥାଏ। ଏହି ସରକାର ଲୋକଙ୍କ ନିର୍ଦ୍ଦିଷ୍ଟ ସମୟ ପାଇଁ ନିର୍ବାଚିତ ହୋଇ ଲୋକଙ୍କ ସେବା କରିଥାନ୍ତି। ହେଲେ କୌଣସି ପିଲାର ନାଁ କଣ ରହିବ ତାକୁ ନେଇ କେବେ କେଉଁଠି ନିର୍ବାଚନ ହେବା ଶୁଣିଛନ୍ତି କି? ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଏମିତି ହୋଇଛି। ମହାରାଷ୍ଟ୍ର ଗୌନ୍ଦିଆର ଏକ ଦମ୍ପତି ନିଜ ପିଲାର ନାମକରଣକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବାରୁ ନିର୍ବାଚନ କରାଇଛନ୍ତି। ଆଉ ଏହାର ଫଳାଫଳ ଅନୁସାରେ ପିଲାର ନାମକରଣ କରାଯାଉଛି। ଆସନ୍ତୁ ଜାଣିବା କେମିତି ଥିଲା ଏହି ନିର୍ବାଚନ ଓ ପିଲାର ନାଁ କଣ ଦିଆଗଲା।

ଗୌନ୍ଦିଆରେ ଦମ୍ପତି ନିଜ ନବଜାତ ପିଲାର ନାଁ କଣ ରହିବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ଏହାପରେ ପରିବାର ଲୋକ, ବନ୍ଧୁ ଓ ସମ୍ପର୍କୀୟଙ୍କୁ ନେଇ ଏକ ଭୋଟିଂ କରାଯାଇଥିଲେ। ୧୫ ଜୁନ୍‌ରେ ଏହି ଭୋଟିଂ କରାଯାଇଥିଲା। ଏଥିପାଇଁ ସେମାନଙ୍କୁ ୩ଟି ନାଁ ଅକ୍ଷ, ୟୁବାନ୍ ଓ ୟୋବିକ୍ ଦିଆଯାଇଥିଲା। ଏହି ଭୋଟିଂରେ ୧୯୨ ଜଣ ଭାଗ ନେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ନାନା ପେଟେଲ ମଧ୍ୟ ଯୋଗ ଦେଇଥିଲେ।
ଶିଶୁର ବାପା ମିଥୁନ କହିଛନ୍ତି,“ ଆମକୁ ୩ଟି ନାଁ ରଖିବାକୁ ପ୍ରସ୍ତାବ ମିଳିଥିଲା। ହେଲେ ନାଁକୁ ନେଇ ଆମେ ଦ୍ୱନ୍ଦ୍ୱରେ ଥିଲୁ। ତେଣୁ ବାଲେଟ୍ ପେପରରେ ସାହାଯ୍ୟରେ ନାଁ ରଖିବାକୁ ଚିନ୍ତା କରିଥିଲୁ। ସେଥିମଧ୍ୟରୁ ୟୁବାନ୍‌ ନାଁକୁ ସର୍ବାଧିକ ୯୨ଟି ଭୋଟ ମିଳିଥିଲା। ଏହାପରେ ଆମେ ଆମ ପିଲାର ନାଁ ୟୁବାନ ରଖିଥିଲୁ।”

ସୂଚନାଯୋଗ୍ୟ, ଗତ ଏପ୍ରିଲ ୫ରେ ମିଥୁନ ଓ ମାନସୀ ବାଗ୍‌ଙ୍କ ଏକ ସନ୍ତାନ ଜନ୍ମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story