ଜାନୁଆରୀ ୧ରୁ ରାଜନୀତିକ ଦଳ ଗୁଡ଼ିକ ପାଇଁ ପିପିଆରଟିଏମଏସ୍

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ରାଜନୀତିକ ଦଳଗୁଡ଼ିକର ପଞ୍ଜିକରଣ ପ୍ରକ୍ରିୟା ଏବଂ ପ୍ରଣାଳୀକୁ ଅଧିକ ସହଜ କରିବା ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ୨୦୨୦ ମସିହା ଜାନୁଆରୀ ୧ରୁ ରାଜନୀତି ଦଳଗୁଡ଼ିକ ପାଇଁ ନୂତନ ନିୟମାବଳୀ ଲାଗୁ କରାଯିବ। ଯେକୌଣସି ରାଜନୀତିକ ଦଳଗୁଡ଼ିକ ସେମାନଙ୍କ ଆବେଦନର ସ୍ଥିତି ସମ୍ପର୍କରେ ଜାଣିବାଲାଗି ଏକ ଅନଲାଇନ ପୋର୍ଟାଲ ‘ରାଜନୀତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ)ର ବ୍ୟବହାର କରିପାରିବେ। ପିପିଆରଟିଏମଏସର ମୁଖ୍ୟ ବିଶେଷତ୍ୱ ହେଉଛି ଆବେଦନକାରୀ […]

scx

scx

Hemant Lenka
  • Published: Tuesday, 03 December 2019
  • Updated: 03 December 2019, 08:05 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ରାଜନୀତିକ ଦଳଗୁଡ଼ିକର ପଞ୍ଜିକରଣ ପ୍ରକ୍ରିୟା ଏବଂ ପ୍ରଣାଳୀକୁ ଅଧିକ ସହଜ କରିବା ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ୨୦୨୦ ମସିହା ଜାନୁଆରୀ ୧ରୁ ରାଜନୀତି ଦଳଗୁଡ଼ିକ ପାଇଁ ନୂତନ ନିୟମାବଳୀ ଲାଗୁ କରାଯିବ। ଯେକୌଣସି ରାଜନୀତିକ ଦଳଗୁଡ଼ିକ ସେମାନଙ୍କ ଆବେଦନର ସ୍ଥିତି ସମ୍ପର୍କରେ ଜାଣିବାଲାଗି ଏକ ଅନଲାଇନ ପୋର୍ଟାଲ ‘ରାଜନୀତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ)ର ବ୍ୟବହାର କରିପାରିବେ।

ପିପିଆରଟିଏମଏସର ମୁଖ୍ୟ ବିଶେଷତ୍ୱ ହେଉଛି ଆବେଦନକାରୀ (୧ ଜାନୁଆରୀ, ୨୦୨୦ ଠାରୁ ରାଜନୀତିକ ଦଳ ପଞ୍ଜିକରଣ ନିମନ୍ତେ ଆବେଦନକାରୀ) ନିଜ ଆବେଦନର ଅଗ୍ରଗତି ସମ୍ପର୍କରେ ଜାଣିପାରିବେ ଏବଂ ଏସଏମଏସ ଓ ଇ-ମେଲଜରିଆରେ ସଦ୍ୟତମ ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ। ଏଥିପାଇଁ ଆବେଦନକାରୀଙ୍କୁ ନିଜ ଆବେଦନରେ ଦଳ/ଆବେଦନକାରୀଙ୍କ ମୋବାଇଲ ନମ୍ବର ଏବଂ ଇ-ମେଲ ଠିକଣା ଉଲ୍ଲେଖ କରିବାକୁ ହେବ।

ଭାରତର ନିର୍ବାଚନ ଆୟୋଗଙ୍କ ୱେବସାଇଟ https://eci.gov.inରେ ନୂଆ ନିୟମାବଳୀ ସମ୍ପର୍କରେ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୨୯-ଏ ର ବ୍ୟବସ୍ଥା ଦ୍ୱାରା ରାଜନୀତିକ ଦଳଗୁଡ଼ିକର ପଞ୍ଜିକରଣ ନିୟନ୍ତ୍ରିତ ହୋଇଥାଏ।

ଏହି ଧାରା ଅନ୍ତର୍ଗତ ନିର୍ବାଚନ ଆୟୋଗରେ ପଞ୍ଜିକରଣ ଲାଗି ଇଚ୍ଛୁକ ଦଳ ଗଠନ ହେବା ତାରିଖର ୩୦ ଦିନ ମଧ୍ୟରେ ନାମ, ଠିକଣା, ବିଭିନ୍ନ ୟୁନିଟର ସଦସ୍ୟତା ବିବରଣୀ, ପଦାଧିକାରୀଙ୍କ ନାମ ଆଦି ମୌଳିକ ବିବରଣୀ ସହିତ ନିର୍ଦ୍ଧାରିତ ଫର୍ମରେ ଆୟୋଗଙ୍କ ନିକଟରେ ଆବେଦନ ଦାଖଲ କରିବାକୁ ହୋଇଥାଏ।

ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୨୯ଏର ଉପଧାରା (୪) ଏବଂ ଉପଧାରା (୬) ଅନ୍ତର୍ଗତ ଏସବୁ ବିବରଣୀ ଦାଖଲ କରିବା ଆବଶ୍ୟକ। ଏହା ମଧ୍ୟ ପଞ୍ଜିକରଣ ଲାଗି ଉଦ୍ଦିଷ୍ଟ ନିୟମାବଳୀରେ ଉଲ୍ଲେଖ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story