ଛୋଟ ରେସିଂ କାର୍‌ ଚଳାଉଥିବା ବେଳେ ଲାଗିଗଲା ଚୁଟି, ଛାତ୍ରୀଙ୍କ ମୃତ୍ୟୁ

ହାଇଦ୍ରାବାଦ: ଛୋଟ ଓପନ ଏୟାର ୱିଲ କାର୍ ଚଳାଉଥିବା ବେଳେ ଜଣେ ବି-ଟେକ ଛାତ୍ରୀଙ୍କ ଜୀବନ ଯାଇଛି। ସେ ଏହି କାରକୁ ଚଳାଉଥିବା ବେଳେ ତାଙ୍କ ଚୁଟି ଏଥିରେ ଲାଗି ଯାଇଥିଲା। ଫଳରେ କାରଟି ଓଲଟି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦର ମୀରପିଟ୍ ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଗୁରାମ ଗୁଡ଼ା ସ୍ଥିତ ଗୋ-କାର୍ଟଂ ପ୍ଲେ ଜୋନରେ ଏହି ଘଟଣା ଘଟିଛି। ପୁଲିସର ସୂଚନା ଅନୁଯାୟୀ, […]

g

g

Hemant Lenka
  • Published: Thursday, 08 October 2020
  • Updated: 08 October 2020, 08:18 PM IST

Sports

Latest News

ହାଇଦ୍ରାବାଦ: ଛୋଟ ଓପନ ଏୟାର ୱିଲ କାର୍ ଚଳାଉଥିବା ବେଳେ ଜଣେ ବି-ଟେକ ଛାତ୍ରୀଙ୍କ ଜୀବନ ଯାଇଛି। ସେ ଏହି କାରକୁ ଚଳାଉଥିବା ବେଳେ ତାଙ୍କ ଚୁଟି ଏଥିରେ ଲାଗି ଯାଇଥିଲା। ଫଳରେ କାରଟି ଓଲଟି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦର ମୀରପିଟ୍ ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଗୁରାମ ଗୁଡ଼ା ସ୍ଥିତ ଗୋ-କାର୍ଟଂ ପ୍ଲେ ଜୋନରେ ଏହି ଘଟଣା ଘଟିଛି।

ପୁଲିସର ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ବର୍ଷୀନୀ। ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ। ଗୁରୁବାର ସେ ଗୁରାମ ଗୁଡ଼ା ସ୍ଥିତ ଗୋ-କାର୍ଟଂ ପ୍ଲେ ଜୋନକୁ ଯାଇଥିଲେ। କାର୍‌ ଚଳାଉଥିବା ବେଳେ ତାଙ୍କ ଚୁଟି ଚକାରେ ଫସି ଯାଇଥିଲା। ଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ବର୍ଷୀନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ସେ ପିନ୍ଧିଥିବା ହେଲମେଟ୍‌ ମଧ୍ୟ ଭାଙ୍ଗି ଯାଇଥିଲା। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତ ଛାତ୍ରୀଙ୍କ ପରିବାର ଲୋକ ଘଟଣା ପାଇଁ ଗୋ-କାର୍ଟଂ ପ୍ଲେ ଜୋନର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ସେମାନଙ୍କ ଅବହେଳା ପାଇଁ ତାଙ୍କ ଝିଅର ଜୀବନ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story