କରୋନା ପାଇଁ ଏଭରେଷ୍ଟ ଚଢ଼ାରେ ଲାଗିଲା ରୋକ

କାଠମାଣ୍ଡୁ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ନେପାଳ ସରକାର ଏଭରେଷ୍ଟ ଶୃଙ୍ଘରେ ଚଢ଼ିବା ଉପରେ ବ୍ୟାନ ଲଗାଇଛନ୍ତି। ଚାଇନା ତା’ ପଟରୁ ଏଭରେଷ୍ଟ ଚଢ଼ା ଉପରେ ରୋକ ଲଗାଇବା ପରେ ନେପାଳ ସରକାର ଆଜି ଏଭଳି ପଦକ୍ଷେପ ନେଇଛନ୍ତି। ନେପାଳ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, “ଦେଶରେ ଥିବା ସମସ୍ତ ପାହାଡ଼ ଉପରେ ଚଢ଼ିବା କାର୍ଯ୍ୟକୁ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ସମସ୍ତ ପ୍ରକାରର ଟୁରିଷ୍ଟ ଭିସା ଦେବା ଉପରେ […]

ds

ds

Hemant Lenka
  • Published: Friday, 13 March 2020
  • Updated: 13 March 2020, 04:16 PM IST

Sports

Latest News

କାଠମାଣ୍ଡୁ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ନେପାଳ ସରକାର ଏଭରେଷ୍ଟ ଶୃଙ୍ଘରେ ଚଢ଼ିବା ଉପରେ ବ୍ୟାନ ଲଗାଇଛନ୍ତି। ଚାଇନା ତା’ ପଟରୁ ଏଭରେଷ୍ଟ ଚଢ଼ା ଉପରେ ରୋକ ଲଗାଇବା ପରେ ନେପାଳ ସରକାର ଆଜି ଏଭଳି ପଦକ୍ଷେପ ନେଇଛନ୍ତି।

ନେପାଳ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, “ଦେଶରେ ଥିବା ସମସ୍ତ ପାହାଡ଼ ଉପରେ ଚଢ଼ିବା କାର୍ଯ୍ୟକୁ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ସମସ୍ତ ପ୍ରକାରର ଟୁରିଷ୍ଟ ଭିସା ଦେବା ଉପରେ ମଧ୍ୟ ରୋକ ଲଗାଯାଇଛି। ନେପାଳ ସୀମାକୁ ମଧ୍ୟ ସିଲ କରିଦିଆଯାଇଛି।

କରୋନା ଭାଇସରେ ଏଯାଏ ନେପାଳରେ ଜଣେ ଆମେରିକା ପର୍ଯ୍ୟଟକ ଆକ୍ରାନ୍ତ ହୋଇଥିଲେ। ଏଠାରେ କରୋନା ବ୍ୟାପିନାହିଁ। ତେବେ ଆଗୁଆ ସତର୍କତା ପଦକ୍ଷେପ ସ୍ୱରୂପ ଆମେ ଏଭଳି କଟକଣା ଲଗାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story