ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହେଲା। ବିହାରର ପୂର୍ବତନ ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ସାମିଲ ହୋଇଛନ୍ତି। ଆଜି ଅପରାହ୍ନରେ ସେ ନୀତୀଶ କୁମାରଙ୍କ ଘରେ ପହଞ୍ଚିଥିଲେ। ଏହାପରେ ନୀତୀଶଙ୍କ ହାତରୁ ହିଁ ସେ ଦଳୀୟ ସଦସ୍ୟ ହେବାର ପ୍ରମାଣପତ୍ର ଗ୍ରହଣ କରିଥିଲେ। ଆଗକୁ ବିହାର ବିଧାନସଭା ଓ ଖାଲି ପଡ଼ିଥିବା ଲୋକସଭା ଆସନ ପାଇଁ ରାଜ୍ୟରେ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପାଣ୍ଡେ […]

ng

ng

Hemant Lenka
  • Published: Sunday, 27 September 2020
  • Updated: 27 September 2020, 04:56 PM IST

ପାଟନା: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହେଲା। ବିହାରର ପୂର୍ବତନ ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ସାମିଲ ହୋଇଛନ୍ତି। ଆଜି ଅପରାହ୍ନରେ ସେ ନୀତୀଶ କୁମାରଙ୍କ ଘରେ ପହଞ୍ଚିଥିଲେ। ଏହାପରେ ନୀତୀଶଙ୍କ ହାତରୁ ହିଁ ସେ ଦଳୀୟ ସଦସ୍ୟ ହେବାର ପ୍ରମାଣପତ୍ର ଗ୍ରହଣ କରିଥିଲେ।

ଆଗକୁ ବିହାର ବିଧାନସଭା ଓ ଖାଲି ପଡ଼ିଥିବା ଲୋକସଭା ଆସନ ପାଇଁ ରାଜ୍ୟରେ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପାଣ୍ଡେ କିଛି ଦିନ ତଳେ ପୁଲିସ୍‌ ସେବାରୁ ଭିଆରଏସ ନେଇଥିଲେ। ଏବେ ସେ ଜେଡିୟୁରେ ମିଶିଥିବାରୁ ତାଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଟିକେଟ ମିଳିବ ବୋଲି କୁହାଯାଉଛି।

ଗତକାଲି ଗୁପ୍ତେଶ୍ୱର ପାଣ୍ଡେ ଓ ନୀତୀଶ କୁମାରଙ୍କ ମଧ୍ୟରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ଏହାପରେ ସେ ଦଳରେ ମିଶିବା ଏକ ପ୍ରକାରର ସ୍ପଷ୍ଟ ହୋଇଥିଲା। ସୂତ୍ର ଅନୁସାରେ, ଜେଡିୟୁ ଶ୍ରୀ ପାଣ୍ଡେଙ୍କୁ ବାଲମିକ ନଗର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ।

ଏଠାରେ ବିହାର ବିଧାନସଭା ସହ ଲୋକସଭା ପାଇଁ ଉପ ନିର୍ବାଚନ ହେବ। ପୂର୍ବରୁ ବାଲମିକ ଆସନରେ ଜେଡିୟୁ ନେତା ବୈଦନାଥ ମାହୋତ ବିଜୟୀ ହୋଇଥିଲେ। ତେବେ ତାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story