ମୁଖ୍ୟମନ୍ତ୍ରୀମାନେ ପଦ ଛାଡ଼ିବା ପରେ ସରକାରୀ ବାସଭବନରେ ରହିପାରିବେ ନାହିଁ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସରକାରୀ ବାସଭବନ ଛାଡିବାକୁ ପଡ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବାସଭବନରେ ସ୍ଥାୟୀ ଭାବେ ରହିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏଥିସହ ଏସମ୍ପର୍କିତ ଉତ୍ତରପ୍ରଦେଶ ବିଧାନସଭା ଆଇନକୁ ମଧ୍ୟ ଖାରଜ କରି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କୌଣସି ପଦବୀରେ ନଥିବାରୁ ସେମାନଙ୍କୁ ଏପରି ସୁବିଧା ଦିଆଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କ ପଦ ଗଲାପରେ ସେମାନଙ୍କୁ ଘର ଯୋଗାଇ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦିଓ […]

supriem court

supriem court

Rakesh Mallick
  • Published: Monday, 07 May 2018
  • Updated: 07 May 2018, 02:38 PM IST

Sports

Latest News

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସରକାରୀ ବାସଭବନ ଛାଡିବାକୁ ପଡ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବାସଭବନରେ ସ୍ଥାୟୀ ଭାବେ ରହିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏଥିସହ ଏସମ୍ପର୍କିତ ଉତ୍ତରପ୍ରଦେଶ ବିଧାନସଭା ଆଇନକୁ ମଧ୍ୟ ଖାରଜ କରି ଦେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କୌଣସି ପଦବୀରେ ନଥିବାରୁ ସେମାନଙ୍କୁ ଏପରି ସୁବିଧା ଦିଆଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କ ପଦ ଗଲାପରେ ସେମାନଙ୍କୁ ଘର ଯୋଗାଇ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦିଓ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କେବଳ ଉତ୍ତରପ୍ରଦେଶ ପାଇଁ ଲାଗୁ ହେବ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶର ପ୍ରଭାବ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଯୋଗାଇ ଦିଅାଯାଉଥିବା ବାସଭବନ ଉପରେ ପଡିବ।

୨୦୧୬ ଉତ୍ତରପ୍ରଦେଶ ବିଧାନସଭା ପକ୍ଷରୁ ପାରିତ ଏହି ନିୟମକୁ ସ୍ୱେଚ୍ଛାସେବୀ ସଂଗଠନ ଲୋକ ପ୍ରହରୀ ପକ୍ଷରୁ ଚ୍ୟାଲେଂଜ କରାଯାଇଥିଲା।  ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଅଖିଲେଶ ଯାଦବ, ମୁଲାୟମ ସିଂ ଯାଦବ, ମାୟାବତୀ ଓ ରାଜନାଥ ସିଂଙ୍କୁ ତୁରନ୍ତ ସରକାରୀ ବାସଭବନ ଛାଡିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story