ପୂର୍ବତନ ଡିଜିପିଙ୍କୁ ମାତ ଦେଇ ଟିକେଟ ହାସଲ କଲେ ପୂର୍ବତନ କନଷ୍ଟେବଲ

ପାଟନା: ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ପୁଲିସ୍‌ ସେବାରୁ ଅବସର ନେଇଥିବା ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ପୁଣିଥରେ ଶିଶୁପାଳ ହୋଇଛନ୍ତି। ଚାକିରି ଛାଡ଼ିବା ପରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଥିଲେ। ଏଥିସହ ସେ ତାଙ୍କ ଜନ୍ମସ୍ଥାନ ବକ୍ସର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏବେ ତାଙ୍କୁ ଏହି ଆସନରୁ ଲଢ଼ିବା ପାଇଁ ଟିକେଟ ମିଳିନାହିଁ। ଏହି ଆସନରୁ ବିହାର ପୁଲିସ୍‌ର ପୂର୍ବତନ କନଷ୍ଟେବଲ ପର୍ଶୁରାମ […]

vg

vg

Hemant Lenka
  • Published: Thursday, 08 October 2020
  • Updated: 08 October 2020, 07:04 PM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ପୁଲିସ୍‌ ସେବାରୁ ଅବସର ନେଇଥିବା ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ପୁଣିଥରେ ଶିଶୁପାଳ ହୋଇଛନ୍ତି। ଚାକିରି ଛାଡ଼ିବା ପରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଥିଲେ। ଏଥିସହ ସେ ତାଙ୍କ ଜନ୍ମସ୍ଥାନ ବକ୍ସର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏବେ ତାଙ୍କୁ ଏହି ଆସନରୁ ଲଢ଼ିବା ପାଇଁ ଟିକେଟ ମିଳିନାହିଁ।

ଏହି ଆସନରୁ ବିହାର ପୁଲିସ୍‌ର ପୂର୍ବତନ କନଷ୍ଟେବଲ ପର୍ଶୁରାମ ଚର୍ତୁବେଦୀ ବିଜେପି ଟିକେଟ ପାଇଛନ୍ତି। ବିଜେପି-ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସିଟ୍‌ ଶେୟାରିଂ ଫର୍ମୁଲା ଅନୁଯାୟୀ ବକ୍ସର ଆସନରେ ବିଜେପି ପ୍ରାର୍ଥୀ ଦେବାର ଥିଲା। ତେଣୁ ଦଳ ଏଠାରେ ପର୍ଶୁରାମଙ୍କୁ ଟିକେଟ ଦେଇଛି।

ପୂର୍ବତନ ଡିଜିପିଙ୍କୁ ମାତ ଦେଇ ପର୍ଶୁରାମ ଟିକେଟ ହାସଲ କରିଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ତେବେ ପର୍ଶୁରାମ କହିଛନ୍ତି, ଡିଜିପି ହେଉଛନ୍ତି ମୋ ବଡ଼ ଭାଇ। ମୁଁ ତାଙ୍କ ପାଦ ଛୁଇଁ ଭଲ ପାଏ ବୋଲି ସମସ୍ତଙ୍କୁ ଦେଖାଇଛି। ତାଙ୍କ ପ୍ରତି ମୋର କୌଣସି ଅସ୍ପୃହା ଭାବ ନାହିଁ ବୋଲି ସେ କହିଛନ୍ତି।

ବିହାର ପୁଲିସ୍‌ରେ କାମ କରୁଥିବା ବେଳର କଥା ମଧ୍ୟ ପର୍ଶୁରାମ କହିଛନ୍ତି। ସେ କହିଛନ୍ତି, ମୁଁ ସିଆଇଡି ସହ ଅନେକ ବିଭାଗରେ କାମ କରିଛନ୍ତି। ମୁଁ ଯେଉଁଠି ବି କାମ କରିଛି, ସମ୍ମାନ ପାଇଛି। ମୁଁ ସର୍ବାଦା ପରିଶ୍ରମ କରିଥିଲି। ଏବେ ମୁଁ ବକ୍ସର ଆସନରୁ ଜିତିବି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story