ଆସନ୍ତାକାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ମନମୋହନ ସିଂହ

ଜୟପୁର: ପୁଣିଥରେ ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। କଂଗ୍ରେସ ଏଥର ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସେ ଆସନ୍ତାକାଲି ନିଜର ନାମାଙ୍କନ ଦାଖଲ କରିବେ। ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖଆ ସଚିନ ପାଇଲଟ କହିଛନ୍ତି, “ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ସେ ଏଠାରେ ରାଜ୍ୟସଭା ନିର୍ବାଚନ ପାଇଁ ୪ ସେଟ୍‌ର ନାମାଙ୍କନ ପତ୍ର ଦାଖଲ କରିବେ।” […]

bgr

bgr

Hemant Lenka
  • Published: Monday, 12 August 2019
  • Updated: 12 August 2019, 05:24 PM IST

Sports

Latest News

ଜୟପୁର: ପୁଣିଥରେ ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। କଂଗ୍ରେସ ଏଥର ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ଏଥିପାଇଁ ସେ ଆସନ୍ତାକାଲି ନିଜର ନାମାଙ୍କନ ଦାଖଲ କରିବେ। ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖଆ ସଚିନ ପାଇଲଟ କହିଛନ୍ତି, “ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ସେ ଏଠାରେ ରାଜ୍ୟସଭା ନିର୍ବାଚନ ପାଇଁ ୪ ସେଟ୍‌ର ନାମାଙ୍କନ ପତ୍ର ଦାଖଲ କରିବେ।”

ରାଜସ୍ଥାନ ୧୦ ଜଣଙ୍କୁ ରାଜ୍ୟସଭାକୁ ପଠାଇ ଥାଏ। ଜୁନ୍‌ ମାସରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ମଦନ ଲାଲ ସାଇନିଙ୍କ ମୃତ୍ୟୁ ହେବାରୁ ଗୋଟିଏ ଆସନ ଖାଲି ପଡ଼ିଥିଲା। କଂଗ୍ରେସ ରାଜସ୍ଥାନରେ କ୍ଷମତାରେ ଥିବାରୁ ମନମୋହନ ବେଶ ଆରାମରେ ରାଜ୍ୟସଭାକୁ ନିର୍ବାଚିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story