ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି ରାଜା ବିଜୟୀ

ଚେନ୍ନାଇ: ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ତଥା ଡିଏମକେ ନେତା ଡି ରାଜା ବିଜୟୀ ହୋଇଛନ୍ତି। ସେ ତାମିଲନାଡୁର ନିଲଗିରିସ୍‌ ଆସନରୁ ପ୍ରାର୍ଥୀ ହୋଇଥିଲେ। ଡି ରାଜା ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଏଆଏଡିଏମକେର ଏମ୍‌ ତ୍ୟାଗରଞ୍ଜନଙ୍କୁ ବୃହତ ୨.୦୫ ଲକ୍ଷ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଦୀର୍ଘ ୫ ବର୍ଷ ପରେ ଡିଏମକେ ଶାସକ ଏଆଏଡିଏମକେ ଠାରୁ ଏହି ଆସନ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛି। ଡି ରାଜା ୨ଜି ସ୍ପେକ୍ଟରମ୍‌ ଟେଲିକମ୍‌ ଦୁର୍ନୀତିରେ ସାମିଲ ଥିଲେ। ଏଥିପାଇଁ […]

yugh

yugh

Hemant Lenka
  • Published: Thursday, 23 May 2019
  • Updated: 23 May 2019, 08:22 PM IST

Sports

Latest News

ଚେନ୍ନାଇ: ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ତଥା ଡିଏମକେ ନେତା ଡି ରାଜା ବିଜୟୀ ହୋଇଛନ୍ତି। ସେ ତାମିଲନାଡୁର ନିଲଗିରିସ୍‌ ଆସନରୁ ପ୍ରାର୍ଥୀ ହୋଇଥିଲେ। ଡି ରାଜା ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଏଆଏଡିଏମକେର ଏମ୍‌ ତ୍ୟାଗରଞ୍ଜନଙ୍କୁ ବୃହତ ୨.୦୫ ଲକ୍ଷ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଦୀର୍ଘ ୫ ବର୍ଷ ପରେ ଡିଏମକେ ଶାସକ ଏଆଏଡିଏମକେ ଠାରୁ ଏହି ଆସନ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛି।
ଡି ରାଜା ୨ଜି ସ୍ପେକ୍ଟରମ୍‌ ଟେଲିକମ୍‌ ଦୁର୍ନୀତିରେ ସାମିଲ ଥିଲେ। ଏଥିପାଇଁ ତାଙ୍କୁ ଏହି ଆସନଟି ୨୦୧୪ରେ ହରାଇବାକୁ ପଡ଼ିଥିଲା। ଏଥିସହ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story