ଦୁଷ୍କର୍ମ ଓ ହତ୍ୟା ଆସାମୀର ମୃତ୍ୟୁଦଣ୍ଡ ରୋକିଲେ କୋର୍ଟ

ନୂଆଦିଲ୍ଲୀ: ୧୦ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଓ ଏହାପରେ ପୀଡ଼ିତାଙ୍କ ୭ ବର୍ଷୀୟ ଭାଇଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରି ମୃତ୍ୟୁଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି। ୨୦୦୯ ମସିହାରେ ତାମିଲନାଡ଼ୁର କୋଏମ୍ବାଟୁର ଠାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଘଟଣାର ମୁଖ୍ୟ ଖଳନାୟକ ମନୋହରନ ଆସନ୍ତା ଶୁକ୍ରବାର ଫାଶୀ ଖୁଣ୍ଟରେ ଝୁଲି ଥାଆନ୍ତା। […]

bj

bj

Hemant Lenka
  • Published: Tuesday, 17 September 2019
  • Updated: 17 September 2019, 04:50 PM IST

Sports

Latest News

ନୂଆଦିଲ୍ଲୀ: ୧୦ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଓ ଏହାପରେ ପୀଡ଼ିତାଙ୍କ ୭ ବର୍ଷୀୟ ଭାଇଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରି ମୃତ୍ୟୁଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି।

୨୦୦୯ ମସିହାରେ ତାମିଲନାଡ଼ୁର କୋଏମ୍ବାଟୁର ଠାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଘଟଣାର ମୁଖ୍ୟ ଖଳନାୟକ ମନୋହରନ ଆସନ୍ତା ଶୁକ୍ରବାର ଫାଶୀ ଖୁଣ୍ଟରେ ଝୁଲି ଥାଆନ୍ତା। ତେବେ ମନୋହରନର ଓକିଲ ଆଜି ପୁଣିଥରେ ରେକର୍ଡ ଦେଖି ନିଜର ପକ୍ଷ ରଖିବେ ବୋଲି ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ।

ଏହାପରେ ଖଣ୍ଡପୀଠର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଆରଏଫ୍‌ ନରିମନ କହିଥିଲେ, “ଏହା ମୃତ୍ୟୁଦଣ୍ଡ ସଂକ୍ରାନ୍ତ ଶୁଣାଣି ହୋଇଥିବାରୁ ଆମେ ଓକିଲଙ୍କୁ ନିଜର ପକ୍ଷ ରଖିବାକୁ ଶେଷ ସୁଯୋଗ ଦେଉଛୁ। ଆସନ୍ତା ଅକ୍ଟୋବର ୧୬ରେ ମନୋହରନର ଓକିଲ ନିଜର ପକ୍ଷ ରଖିବେ।” ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ମଧ୍ୟ ରହିଛନ୍ତି।

ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ୨:୧ ରାୟରେ ମନୋହରନକୁ ୧୦ ବର୍ଷୀୟ ନାବଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଓ ତା’ର ୭ ବର୍ଷୀୟ ଭାଇକୁ ଜୀବନରୁ ମାରିଦେବା ଭଳି ଅପରାଧ ପାଇଁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ମନୋହରନ ଓ ଘଟଣାର ମୁଖ୍ୟ ଖଳନାୟ ମୋହନକ୍ରୀଷ୍ଣା ଜଣେ ୧୦ ବର୍ଷୀୟ ନାବାଳିକା ଓ ତାଙ୍କ ୭ ବର୍ଷୀୟ ଭାଇକୁ ଅପହଣ କରିବା ପରେ ଝିଅଟିକୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ କ୍ଷୀରରେ ବସି ଦେଇ ସେମାନଙ୍କୁ ହତ୍ୟା କରିଥିଲେ। ମୋହନକ୍ରୀଷ୍ଣା କିଛିଦିନ ତଳେ ପୁଲିସ୍‌ ଏନକାଉଣ୍ଟରରେ ନିହତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story