ଏକ୍‌ଜିଟ୍ ପୋଲ୍‌କୁ ବାଏଁ ବାଏଁ ଉଡ଼ାଇଲେ ଉଭୟ ଦଳ, ବିଜୟ ନେଇ ଉଭୟେ ଆଶାବାଦୀ

ନୂଆଦିଲ୍ଲୀ: ପଦ୍ମ ଫୁଟିବ ନାଁ ହାତ ଫେରିବ ? କର୍ଣ୍ଣାଟକର ରାଜନୈତିକ ସ୍ଥିତିକୁ ନେଇ ପୋଖତ ସମୀକ୍ଷକମାନେ ବି ଏବେ ଦ୍ୱନ୍ଦ୍ୱରେ । କଂଗ୍ରେସ କ୍ଷମତାକୁ ଫେରିବ ନାଁ ଦକ୍ଷିଣରେ ପଦ୍ମ ଫୁଟିବ, ତାହା ଆକଳନ କରିବା ମୁସ୍କିଲ ହୋଇପଡ଼ିଛି।  ଏକ୍‌ଜିଟ୍ ପୋଲ କହୁଛି ଝୁଲା ବିଧାନସଭା ହେବ ଏବଂ କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହେବେ ଦେବେଗୌଡ଼ା । ହେଲେ ଏ କଥାକୁ ବାଏଁ ବାଏଁ ଉଡାଇ ଦୁଇ ଦଳ ବିଜୟ ମୁକୁଟ ପିନ୍ଧିବା ଆଶାରେ ଅଛନ୍ତି। […]

gg

gg

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 07:23 PM IST

Sports

Latest News

ନୂଆଦିଲ୍ଲୀ: ପଦ୍ମ ଫୁଟିବ ନାଁ ହାତ ଫେରିବ ? କର୍ଣ୍ଣାଟକର ରାଜନୈତିକ ସ୍ଥିତିକୁ ନେଇ ପୋଖତ ସମୀକ୍ଷକମାନେ ବି ଏବେ ଦ୍ୱନ୍ଦ୍ୱରେ । କଂଗ୍ରେସ କ୍ଷମତାକୁ ଫେରିବ ନାଁ ଦକ୍ଷିଣରେ ପଦ୍ମ ଫୁଟିବ, ତାହା ଆକଳନ କରିବା ମୁସ୍କିଲ ହୋଇପଡ଼ିଛି।  ଏକ୍‌ଜିଟ୍ ପୋଲ କହୁଛି ଝୁଲା ବିଧାନସଭା ହେବ ଏବଂ କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହେବେ ଦେବେଗୌଡ଼ା । ହେଲେ ଏ କଥାକୁ ବାଏଁ ବାଏଁ ଉଡାଇ ଦୁଇ ଦଳ ବିଜୟ ମୁକୁଟ ପିନ୍ଧିବା ଆଶାରେ ଅଛନ୍ତି।

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦିୟୁରପ୍ପା ଦୃଢ଼ ଆତ୍ମବିଶ୍ୱାସ ସହିତ କହିଛନ୍ତି, କର୍ଣ୍ଣାଟକରେ ସରକାର ଗଠନ କରିବ ବିଜେପି ଆଉ କଂଗ୍ରେସକୁ ଲୋକେ ବାହାରର ରାସ୍ତା ଦେଖାଇବେ।  ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି, ଚିନ୍ତା କରିବାର କିଛି ନାହିଁ, ଆମେ ଦ୍ୱିତୀୟ ଥର କର୍ଣ୍ଣାଟକରେ କ୍ଷମତାକୁ ଫେରିବୁ ।

ବିଭିନ୍ନ ଏକ୍ଜିଟ୍ ପୋଲ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ । କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକଜିଟ୍ ପୋଲ ପୂର୍ବାନୁମାନ କରିଛି।

ଯଦି ଏକ୍‌ଜିଟ୍ ପୋଲ ସତ ହୁଏ, କିଙ୍ଗ ମେକର ହେବ ଜେଡିଏସ୍ । ଜେଡିଏସ୍ ବିନା ସରକାର ଗଠନ ସମ୍ଭବ ହେବ ନାହିଁ । ଏଭଳି ପରିସ୍ଥିତିରେ ଜେଡିଏସ୍‌ର ଆଭିମୁଖ୍ୟ କଣ ରହିବ, ତାହା ଖୋଲାଖୋଲି ଭାବେ ଦଳ ପ୍ରକାଶ କରିନାହିଁ । ତେବେ ଦଳର ମୁଖପାତ୍ର ଦାନିସ୍ ଅଲି ସଂକେତ ଦେଇଛନ୍ତି, କଂଗ୍ରେସ ଯଦି ନିଜ ଆଡୁ ପ୍ରସ୍ତାବ ଦିଏ, ହୁଏତ ଜେଡିଏସ୍ କଂଗ୍ରେସକୁ ସମର୍ଥନ କରିପାରେ । କିନ୍ତୁ ଏଥିପାଇଁ କଂଗ୍ରେସକୁ ହିଁ ପ୍ରଥମ ପଦକ୍ଷେପ ନେବାକୁ ପଡ଼ିବ । ବିଜେପିକୁ କୌଣସି ପରିସ୍ଥିତିରେ ଜେଡିଏସ୍ ସମର୍ଥନ କରିବ ନାହିଁ ବୋଲି ସେ କହିଛନ୍ତି । ତେବେ  ଆଉ ମାତ୍ର ଗୋଟିଏ ଦିନ ପରେ କର୍ଣ୍ଣାଟକ ସସ୍ପେନ୍ସ ଦୂର ହୋଇଯିବ।  ଆସନ୍ତା ମଙ୍ଗଳବାର ହେବ ଗଣତି  ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡରୁ ଜଣାପଡ଼ିବ କିଏ କିଙ୍ଗ୍ ଏବଂ କିଏ କିଙ୍ଗ୍ ମେକର।

ତା ହେଲେ ଆସନ୍ତୁ ଦେଖିବା କିଏ କ’ଣ କହିଛି

ସୁବର୍ଣ୍ଣା ନ୍ୟୁଜ କହିଛି କଂଗ୍ରେସକୁ ୧୦୬ରୁ ୧୧୬ ସିଟ୍, ବିଜେପିକୁ ୭୯ରୁ ୯୨ ଏବଂ ଜେଡିଏସ୍‌କୁ ୨୨-୩୦ ଆସନ ମିଳିବ। ସେହିପରି ଟାଇମ୍ସ ନାଓ-ଭିଏମ୍ଆର୍ ସର୍ଭେରେ କଂଗ୍ରେସକୁ ୯୦ରୁ ୧୦୩, ବିଜେପିକୁ ୮୦-୯୩ ଏବଂ ଜେଡିଏସ୍‌କୁ ୩୧ରୁ ୩୯ ଆସନ ମିଳିବା ସମ୍ଭାବନା ରହିଛି । ନ୍ୟୂଜ୍‌-X ସର୍ଭେରେ ବିଜେପିକୁ ୧୦୨ରୁ ୧୧୦, କଂଗ୍ରେସକୁ ୭୨ରୁ ୭୮, ଜେଡିଏସ୍ ୩୫ରୁ ୩୯ ଏବଂ ଅନ୍ୟାନ୍ୟ ଦଳକୁ ୩ ରୁ ୫ଟି ସିଟ୍ ମିଳିବ ବୋଲି କୁହାଯାଇଛି ।  ଦିଗବିଜୟ ନ୍ୟୁଜ୍‌ ବିଜେପିକୁ ଆଗୁଆ ରଖିଛି । ବିଜେପି ୧୦୩ରୁ ୧୦୭, କଂଗ୍ରେସକୁ ୭୬ ରୁ ୮୦ ଏବଂ ଜେଡିଏସ୍‌କୁ ମାତ୍ର  ୩୫ ସିଟ୍ ମିଳବ ବୋଲି ପୂର୍ବାନୁମାନ କରିଛି ଦିଗବିଜୟ ନ୍ୟୁଜ୍‌। ଇଣ୍ଡିଆ ଟୁଡେ ଏକଜିଟ୍ ପୋଲରେ କଂଗ୍ରେସକୁ ୧୦୬ରୁ ୧୧୮, ବିଜେପିକୁ ୮୦ରୁ ୯୩ ଏବଂ ଜେଡିଏସ୍‌କୁ ୨୨ରୁ ୩୦ ଆସନ ମିଳିବା ନେଇ ପୂର୍ବାନୁମାନ ଲଗାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story