ବୁଥ ବାହୁଡ଼ା ଫଳାଫଳ: ମହାରାଷ୍ଟ୍ର ଓ ହରିଆଣାରେ କ୍ଲିନସୁଇପ୍‌ କରିବ ବିଜେପି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣାରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆଜି ଏହି ଦୁଇ ରାଜ୍ୟରେ ଭୋଟ ଗ୍ରହଣ ପରେ ବିଭିନ୍ନ ସଂସ୍ଥା ପ୍ରକାଶ କରିଥିବା ବୁଥ ବାହୁଡ଼ା ଫଳାଫଳ ବା ଏକଜିଟ୍‌ ପୋଲରୁ ଏଭଳି ଆକଳନ କରାଯାଉଛି। ପ୍ରାୟ ସମସ୍ତ ସର୍ଭେ ସଂସ୍ଥା ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ ଓ ହରିଆଣାରେ ମନହୋରଲାଲ ଖଟ୍ଟର ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା କହିଛନ୍ତି। ଅର୍ଥାତ ଏହି ଦୁଇ ରାଜ୍ୟରେ କଂଗ୍ରେସ କ୍ଷମତା ଦଖଲ ପାଇଁ […]

qw

qw

Hemant Lenka
  • Published: Monday, 21 October 2019
  • Updated: 21 October 2019, 09:20 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣାରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆଜି ଏହି ଦୁଇ ରାଜ୍ୟରେ ଭୋଟ ଗ୍ରହଣ ପରେ ବିଭିନ୍ନ ସଂସ୍ଥା ପ୍ରକାଶ କରିଥିବା ବୁଥ ବାହୁଡ଼ା ଫଳାଫଳ ବା ଏକଜିଟ୍‌ ପୋଲରୁ ଏଭଳି ଆକଳନ କରାଯାଉଛି।

ପ୍ରାୟ ସମସ୍ତ ସର୍ଭେ ସଂସ୍ଥା ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ ଓ ହରିଆଣାରେ ମନହୋରଲାଲ ଖଟ୍ଟର ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା କହିଛନ୍ତି। ଅର୍ଥାତ ଏହି ଦୁଇ ରାଜ୍ୟରେ କଂଗ୍ରେସ କ୍ଷମତା ଦଖଲ ପାଇଁ ଯେଉଁ ଆଶା କରିଥିଲା, ତାହା ଫସର ଫାଟିଯାଇଛି। ଅବଶ୍ୟ ଅକ୍ଟୋବର ୨୪ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବା ପରେ ପ୍ରକୃତରେ କିଏ ସରକାର ଗଠନ କରୁଛି, ତାହା ସ୍ପଷ୍ଟ ହୋଇଯିବ।

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏଥର ଏକାଠି ନିର୍ବାଚନ ଲଢ଼ୁଥିଲେ। ଏବେ ଦୁଇ ଜଣ ଯାକ ମିଶି ପୁଣିଥରେ ମହାରାଷ୍ଟ୍ରକୁ ଶାସନ କରିବା ଏକଜିଟ୍‌ ପୋଲରୁ ସ୍ପଷ୍ଟ ହୋଇଛି।

ମହାରାଷ୍ଟ୍ରର ୨୮୮ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ପୋଲ ଅଫ ପୋଲ୍ସ ଅନୁଯାୟୀ, ମହାରାଷ୍ଟ୍ରରେ ବିଜେପି-ଶିବସେନା ୨୧୧, କଂଗ୍ରେସ-ଏନସିପି ୬୪ ଓ ଅନ୍ୟାନ୍ୟ ଦଳ ୧୩ଟି ଆସନ ଜିତିବେ ବୋଲି ଆକଳନ କରାଯାଉଛି।

ସେହିପରି ହରିଆଣାର ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ପୋଲ ଅଫ ପୋଲ୍ସ ଅନୁଯାୟୀ, ବିଜେପି ଏଠାରେ ୬୯ଟି, କଂଗ୍ରେସ ୧୧, ଆଇଏନଏଲଡି ଓ ଅକଳୀ ଦଳ ୨ ଏବଂ ଅନ୍ୟାନ୍ୟ ଦଳ ୮ଟି ଆସନ ଜିତିବେ।

ଇଣ୍ଡିଆ ଟୁଡେର ଏକଜିଟ୍‌ ପୋଲ ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପିକୁ ୧୦୯ରୁ ୧୨୪ଟି ଆସନ ମିଳିବ। ସେହିପରି ବିଜେପି ସହ ମେଣ୍ଟ କରିଥିବା ଶିବସେନାକୁ ୫୭ରୁ ୭୦, କଂଗ୍ରେସକୁ ୩୨ରୁ ୪୦ ଓ ସହଯୋଗୀ ଏନ୍‌ସିପିକୁ ୪୦ରୁ ୫୦ଟି ଆସନ ମିଳିବ। ଅନ୍ୟାନ୍ୟ ଦଳ ୨୨ରୁ ୩୨ଟି ଆସନ ଜିତିବେ ବୋଲି ଏହି ସଂସ୍ଥା ଆକଳନ କରିଛି।

ଟାଇମ୍ସ ନାଓ ସର୍ଭେ ଅନୁଯାୟୀ, ବିଜେପି-ଶିବସେନା ମେଣ୍ଟକୁ ୨୩୦ଟି ଆସନ ମିଳିବ। କଂଗ୍ରେସ-ଏନସିପିକୁ ୪୮ଟି ଓ ଅନ୍ୟାନ୍ୟ ଦଳକୁ ୧୦ଟି ଆସନ ଦଖଲ କରିବେ।

ଟିଭି ୯ ମରାଠୀର ରିପୋର୍ଟ ଅନୁଯାୟୀ, ବିଜେପି-ଶିବସେନାକୁ ୧୯୭, କଂଗ୍ରେସ-ଏନସିପିକୁ ୭୫ ଓ ଅନ୍ୟାନ୍ୟ ଦଳ ୧୬ଟି ଆସନ ପାଇବେ।

ସିଏନ୍‌ଏନ୍‌ ନ୍ୟୁଜ ୧୮ର ସର୍ଭେ ରିପୋର୍ଟ କହୁଛି, ବିଜେପି-ଶିବସେନା ୨୪୩, କଂଗ୍ରେସ-ଏନ୍‌ସିପି ୪୧ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ସୀମିତ ରହିବେ।

ଏବିପି ନ୍ୟୁଜି ସି-ଭୋଟର ଏକଜିଟ୍‌ ପୋଲ ମଧ୍ୟ ବିଜେପି ଜିତିବ ବୋଲି କହିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୨୦୪, କଂଗ୍ରେସ-ଏନ୍‌ସିପି ୬୯ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ ଜିତିବେ।

ରିପବ୍ଲିକ-ଜନ କୀ ବାତ୍‌ର ଏକଜିଟ୍‌ ପୋଲ ଅନୁଯାୟୀ, ବିଜେପି-ଶିବସେନା ୨୧୬ରୁ ୨୩୦, କଂଗ୍ରେସ-ଏନସିପି ମେଣ୍ଟକୁ ୫୨ରୁ ୫୯ ଓ ଅନ୍ୟାନ୍ୟ ଦଳକୁ ୮ରୁ ୧୨ଟି ଆସନ ମିଳିବ।

ନ୍ୟୁଜ-୧୮ର ସର୍ଭେ ଅନୁଯାୟୀ, ବିଜେପି-ଶିବସେନାକୁ ୨୪୩, କଂଗ୍ରେସ-ଏନସିପିକୁ ୪୧ ଓ ଅନ୍ୟାନ୍ୟ ଦଳକୁ ୪ଟି ଆସନ ମିଳିବ।
ନ୍ୟୁଜ ଏକ୍ସ ପୋଲ ଷ୍ଟାର୍ଟର ଆକଳନ ଅନୁଯାୟୀ, ବିଜେପି-ଶିବସେନା ମେଣ୍ଟକୁ ୧୮୮ରୁ ୨୦୦, କଂଗ୍ରେସ-ଏନସିପି ମେଣ୍ଟକୁ ୭୪ରୁ ୮୯ ଓ ଅନ୍ୟାନ୍ୟ ଦଳକୁ ୬ରୁ ୧୦ଟି ଆସନ ମିଳିବ।

ଅନ୍ୟପକ୍ଷରେ ହରିଆଣାରେ ମଧ୍ୟ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି କୁହାଯାଉଛି। ଯଦି ଏପରି ହୁଏ ତା’ହେଲେ ହରିଆଣା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ। କାରଣ ଏଠାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପି କେବେ ହେଲେ କ୍ଷମତା ଦଖଲ କରି ନଥିଲା। ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ବିଜେପିର ପ୍ରଥମ ରାଜନେତା ହେବେ, ଯିଏ ବ୍ୟାକ୍‌ଟୁ ବ୍ୟାକ୍‌ ହରିଆଣା ନିର୍ବାଚନରେ କ୍ଷମତା ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିବେ। ହରିଆଣାର ୯୦ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬।

ଟାଇମ୍ସ ନାଓ ଏକଜିଟ୍‌ ପୋଲ ଅନୁଯାୟୀ, ବିଜେପି ୭୧, କଂଗ୍ରେସ ୧୧ ଓ ଅନ୍ୟାନ୍ୟ ଦଳ ୮ଟି ଆସନ ଜିତିବେ।

ରିପବ୍ଲିକ ଟିଭର ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପି ୫୨-୬୩, କଂଗ୍ରେସ ୧୫-୧୯, ଆଇଏନଏଲଡି ଓ ଅକଳୀ ଦଳ ୦ରୁ ୧ ଏବଂ ଅନ୍ୟାନ୍ୟ ଦଳ ୧୨ରୁ ୧୮ଟି ଆସନ ଜିତିବେ।

ଇଣ୍ଡିଆ ନ୍ୟୁଜ ପୋଲ ଷ୍ଟାର୍ଟ ସର୍ଭେ ଅନୁଯାୟୀ, ବିଜେପି ୭୫ରୁ ୮୦, କଂଗ୍ରେସ ୯ରୁ ୧୨, ଆଇଏନଏଲଡି ଓ ଅକାଳୀ ଦଳ ୦ରୁ ୧ ଏବଂ ଅନ୍ୟାନ୍ୟ ଦଳ ୧ରୁ ୩ଟି ଆସନ ଜିତିବେ।

ଏବିପିର ଆକଳନ ଅନୁଯାୟୀ, ବିଜେପି ୭୨, କଂଗ୍ରେସ ୮ଟି ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ଜିତିବେ।

ନ୍ୟୁଜ ୧୮ର ସର୍ଭେ ଅନୁଯାୟୀ, ବିଜେପି ୭୫ଟି, କଂଗ୍ରେସ ୧୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନ ଦଖଲ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story