ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ମୋଦି-୨ ସରକାରରେ ବୈଦେଶିକ ମନ୍ତ୍ରୀ ହୋଇଥିବା ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟାଙ୍କ ଉପସ୍ଥତିରେ ଏସ୍‌ ଜୟଶଙ୍କର ପଦ୍ମ ଧରିଛନ୍ତି। ସେ ମୋଦି-୧ ସରକାର ବେଳେ ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ମୋଦି-ଶାହଙ୍କ ସରପ୍ରାଇଜ୍‌ ପ୍ୟାକେଜ ଭାବେ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ବିଜେପି ତାଙ୍କୁ […]

waq

waq

Hemant Lenka
  • Published: Monday, 24 June 2019
  • Updated: 24 June 2019, 05:24 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରରେ ବୈଦେଶିକ ମନ୍ତ୍ରୀ ହୋଇଥିବା ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟାଙ୍କ ଉପସ୍ଥତିରେ ଏସ୍‌ ଜୟଶଙ୍କର ପଦ୍ମ ଧରିଛନ୍ତି।

ସେ ମୋଦି-୧ ସରକାର ବେଳେ ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ମୋଦି-ଶାହଙ୍କ ସରପ୍ରାଇଜ୍‌ ପ୍ୟାକେଜ ଭାବେ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ବିଜେପି ତାଙ୍କୁ ଗୁଜରାଟରୁ ରାଜ୍ୟସଭାକୁ ପଠାଇବାକୁ ଯୋଜନା କରୁଛି। କାରଣ, ଶପଥ ନେବାର ୬ମାସ ମଧ୍ୟରେ ଜଣେ ମନ୍ତ୍ରୀଙ୍କୁ ଲୋକସଭା କିମ୍ବା ରାଜ୍ୟସଭାର ସାଂସଦ ହେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story