ଫେସବୁକର ଭାରତୀୟ ଅଧିକାରୀ ଆଖି ଦାସଙ୍କ ଇସ୍ତଫା

ନୂଆଦିଲ୍ଲୀ: ଚର୍ଚ୍ଚାରେ ଥିବା ଫେସବୁକର ଭାରତୀୟ ଅଧିକାରୀ ଆଖି ଦାସ ଆଜି ହଠାତ୍‌ ଇସ୍ତଫା ଦେଇଛନ୍ତି। ଫେସବୁକ ଦକ୍ଷିଣ ପନ୍ଥୀ ଚିନ୍ତାଧାରକୁ ସୁହାଇଲା ଭଳି କଣ୍ଟେଣ୍ଟକୁ ପ୍ରୋତ୍ସାହିତ କରୁଛି ଓ ବିଜେପି ନେତାଙ୍କ ବିବାଦୀୟ ବୟାନକୁ ହଟାଉ ନାହିଁ ବୋଲି ଅଭିଯୋଗ ଆସିଥିଲା। ଏହାକୁ ନେଇ ଆଖି ଦାସ ବିବାଦରେ ଥିଲେ। ଏହି କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ହେଲେ ଫେସବୁକ ଏଥିରେ ଏକମତ ହୋଇନାହିଁ। ଫେସବୁକର ଭାରତୀୟ ଏମଡି ଅଜିତ ମୋହନ କହିଛନ୍ତି, ପବ୍ଲିକ […]

d

d

Hemant Lenka
  • Published: Tuesday, 27 October 2020
  • Updated: 27 October 2020, 08:37 PM IST

Sports

Latest News

ନୂଆଦିଲ୍ଲୀ: ଚର୍ଚ୍ଚାରେ ଥିବା ଫେସବୁକର ଭାରତୀୟ ଅଧିକାରୀ ଆଖି ଦାସ ଆଜି ହଠାତ୍‌ ଇସ୍ତଫା ଦେଇଛନ୍ତି। ଫେସବୁକ ଦକ୍ଷିଣ ପନ୍ଥୀ ଚିନ୍ତାଧାରକୁ ସୁହାଇଲା ଭଳି କଣ୍ଟେଣ୍ଟକୁ ପ୍ରୋତ୍ସାହିତ କରୁଛି ଓ ବିଜେପି ନେତାଙ୍କ ବିବାଦୀୟ ବୟାନକୁ ହଟାଉ ନାହିଁ ବୋଲି ଅଭିଯୋଗ ଆସିଥିଲା।

ଏହାକୁ ନେଇ ଆଖି ଦାସ ବିବାଦରେ ଥିଲେ। ଏହି କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ହେଲେ ଫେସବୁକ ଏଥିରେ ଏକମତ ହୋଇନାହିଁ। ଫେସବୁକର ଭାରତୀୟ ଏମଡି ଅଜିତ ମୋହନ କହିଛନ୍ତି, ପବ୍ଲିକ ସର୍ଭିସରେ ଆଖି ଦାସଙ୍କ ଆଗ୍ରହ ଥିବାରୁ ସେ ଫେସବୁକରୁ ଇସ୍ତଫା ଦେଇଛନ୍ତି।

ଭାରତରେ ଫେସବୁକର ପୁରୁଣା କର୍ମଚାରୀଙ୍କ ମଧ୍ୟରେ ଆଖି ଦାସ ଅନ୍ୟତମ। ସେ ଦୀର୍ଘ ୯ ବର୍ଷ ହେଲା କମ୍ପାନୀର ହିତ ପାଇଁ କାମ କରି ଏହାକୁ ଅନେକ ଆଗକୁ ନେଇଛନ୍ତି। ସେ ଦୁଇ ବର୍ଷ ହେଲାଣି ମୋ ନେତୃତ୍ୱରେ ଗଠିତ ଟିମ୍‌ରେ ରହି କାମ କରୁଥିଲେ। ଆମେ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story