ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ଚଳିତ ବର୍ଷ ଶେଷ ଭାଗରେ ବିହାର ନିର୍ବାଚନ ହେବ। ଏହି ନିର୍ବାଚନରେ ବିହାରରେ ବିଜେପିର ମଙ୍ଗ ଫଡନାଭିସ ହିଁ ସମ୍ଭାଳିବେ। ଫଡନାଭିସ ବିହାରରେ ଆୟୋଜିତ ଦଳୀୟ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ। ଏହାର ଅର୍ଥ ବିହାର ନିର୍ବାଚନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଏଥିରୁ ସଙ୍କେତ ମିଳିଛି। ସୂଚନା ଅନୁସାୟରେ, ବିଜେପିର କେନ୍ଦ୍ରୀୟ ନେତାମାନେ […]

uy

uy

Hemant Lenka
  • Published: Friday, 14 August 2020
  • Updated: 14 August 2020, 07:43 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ଚଳିତ ବର୍ଷ ଶେଷ ଭାଗରେ ବିହାର ନିର୍ବାଚନ ହେବ। ଏହି ନିର୍ବାଚନରେ ବିହାରରେ ବିଜେପିର ମଙ୍ଗ ଫଡନାଭିସ ହିଁ ସମ୍ଭାଳିବେ। ଫଡନାଭିସ ବିହାରରେ ଆୟୋଜିତ ଦଳୀୟ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ।

ଏହାର ଅର୍ଥ ବିହାର ନିର୍ବାଚନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଏଥିରୁ ସଙ୍କେତ ମିଳିଛି। ସୂଚନା ଅନୁସାୟରେ, ବିଜେପିର କେନ୍ଦ୍ରୀୟ ନେତାମାନେ ବିହାରରେ ଥିବା ଦଳୀୟ ନେତା ଓ କର୍ମୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଯାହା ବି ପ୍ରଚାର କାର୍ଯ୍ୟ କରିବେ ଏ ବିଷୟରେ ଫଡନାଭିସଙ୍କୁ ସମସ୍ତ ପ୍ରକାରର ତଥ୍ୟ ପ୍ରଦାନ କରିବେ।

ସେହିପରି ସେ ବିହାର ନିର୍ବାଚନ ପାଇଁ ଆୟୋଜିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ତାଙ୍କରି ନେତୃତ୍ୱରେ ହିଁ ଦଳ ବିହାର ନିର୍ବାଚନରେ ସମସ୍ତ ପ୍ରକାରର କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story