ବଜେଟ ଡେ’ରେ ସଂସଦ ଅଭିମୁଖେ ପଦଯାତ୍ରା କରିବେନି ଚାଷୀ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଚାଷୀ ସଂଗଠନ ବଡ଼ ପଦକ୍ଷେପ ନେଇଛି। ବଜେଟ ଉପସ୍ଥାପନ ଦିନ ଅର୍ଥାତ ଫେବୃଆରୀ ୧ରେ ଚାଷୀ ସଂଗଠନ ଗୁଡ଼ିକ ସଂସଦ ଯାଏ ପଦଯାତ୍ରା କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥିରୁ ଆଜି ଓହରି ଯାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ପଦଯାତ୍ରାକୁ ସ୍ଥଗିତ ରଖାଯାଇଥିବା ଆଜି ସନ୍ଧ୍ୟାରେ ଚାଷୀମାନେ ଘୋଷଣା କରିଛନ୍ତି। ଭାରତୀୟ କିଷାନ ୟୁନିୟନ(ଆର)ର ନେତା ବଲବୀର ଏସ ରାଜେୱାଲ କହିଛନ୍ତି, ୧ ତାରିଖରେ ହେବାକୁ […]

gg

gg

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 08:55 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଚାଷୀ ସଂଗଠନ ବଡ଼ ପଦକ୍ଷେପ ନେଇଛି। ବଜେଟ ଉପସ୍ଥାପନ ଦିନ ଅର୍ଥାତ ଫେବୃଆରୀ ୧ରେ ଚାଷୀ ସଂଗଠନ ଗୁଡ଼ିକ ସଂସଦ ଯାଏ ପଦଯାତ୍ରା କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥିରୁ ଆଜି ଓହରି ଯାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ପଦଯାତ୍ରାକୁ ସ୍ଥଗିତ ରଖାଯାଇଥିବା ଆଜି ସନ୍ଧ୍ୟାରେ ଚାଷୀମାନେ ଘୋଷଣା କରିଛନ୍ତି।

ଭାରତୀୟ କିଷାନ ୟୁନିୟନ(ଆର)ର ନେତା ବଲବୀର ଏସ ରାଜେୱାଲ କହିଛନ୍ତି, ୧ ତାରିଖରେ ହେବାକୁ ଥିବା ପଦଯାତ୍ରାକୁ ସ୍ଥଗିତ କରାଯାଇଛି। ଆମେ ଆସନ୍ତା ବୈଠକରେ ପରବର୍ତ୍ତୀ ପଦକ୍ଷେପ ନେବୁ। ଚାଷୀମାନେ ଜାନୁଆରୀ ୩୦ରେ ସମଗ୍ର ଦେଶରେ ସହିଦ ଦିବସ ପାଳନ କରିବେ। ଚାଷୀ ଆନ୍ଦୋଳନ ତରଫରୁ ସମଗ୍ର ଦେଶରେ ସାଧାରଣ ସଭା କରାଯିବ। ଏଥିସହ ଆମେ ଗୋଟିଏ ଦିନ ଉପବାସ ମଧ୍ୟ କରିକୁ ବୋଲି ସେ କହିଛନ୍ତି।

ବଲବୀର ଆହୁରି କହିଛନ୍ତି, ଟ୍ରାକ୍ଟର ରାଲି ସରକାରଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛି। ଟ୍ରାକ୍ଟର ରାଲିକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲେ ହେଁ ୯୯.୯% ଚାଷୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି। ସରକାର ପଞ୍ଜାବ କିଷାନ ମଜଦୁର ସଂଘର୍ଷ କମିଟି ଆଗରେ କୌଣସି ବ୍ୟାରିକେଡ ନ ଲଗାଇ ଆମ ଆଗରେ ଲଗାଇଛନ୍ତି। ଚାଷୀ ସଂଗଠନ ଭାଗଭାଗ ହୋଇଯାଇଥିବା ଏବେ ଖବର ପ୍ରକାଶ ପାଉଛି। ହେଲେ ଆମେ ସମସ୍ତେ ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ବୋଲି ସେ କହିଛନ୍ତି।

ଗଣତନ୍ତ୍ର ଦିବସରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ। ହେଲେ ଏହି ରାଲି ହିଂସାତ୍ମକ ରୂପ ନେଇଥିଲା। କିଛି ଉପଦ୍ରବୀ ଲାଲକିଲ୍ଲାରେ ପ୍ରବେଶ କରି ନିଜର ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story