ଟ୍ରମ୍ପଙ୍କ ଆରୋଗ୍ୟ କାମନା କରି ଉପାସ କରୁଥିବା ଭାରତୀୟ ଚାଷୀଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ବଡ଼ ଭାରତୀୟ ଫ୍ୟାନ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି। ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଏହି ଭାରତୀୟ ଫ୍ୟାନ ଜଣଙ୍କ ଉପବାସ କରିବା ସହ ଭଗବାନଙ୍କ ପାଖରେ ପ୍ରାର୍ଥନା କରି ଆଶୁ ଆରୋଗ୍ୟ କାମନା କରିଥିଲେ। ପେସାରେ ଜଣେ ଚାଷୀ ରହିଥିବା ଏହି ବ୍ୟକ୍ତି ଜଣଙ୍କର ହୃଦଘାତରେ ପରଲୋକ ଘଟିଛି। ସେ ଦୀର୍ଘ ୪ ଦିନ ହେଲାଣି କିଛି ନ ଖାଇ ଟ୍ରମ୍ପଙ୍କ ପାଇଁ ପ୍ରାର୍ଥନା […]

gf

gf

Hemant Lenka
  • Published: Monday, 12 October 2020
  • Updated: 12 October 2020, 12:32 PM IST

Sports

Latest News

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ବଡ଼ ଭାରତୀୟ ଫ୍ୟାନ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି। ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଏହି ଭାରତୀୟ ଫ୍ୟାନ ଜଣଙ୍କ ଉପବାସ କରିବା ସହ ଭଗବାନଙ୍କ ପାଖରେ ପ୍ରାର୍ଥନା କରି ଆଶୁ ଆରୋଗ୍ୟ କାମନା କରିଥିଲେ। ପେସାରେ ଜଣେ ଚାଷୀ ରହିଥିବା ଏହି ବ୍ୟକ୍ତି ଜଣଙ୍କର ହୃଦଘାତରେ ପରଲୋକ ଘଟିଛି। ସେ ଦୀର୍ଘ ୪ ଦିନ ହେଲାଣି କିଛି ନ ଖାଇ ଟ୍ରମ୍ପଙ୍କ ପାଇଁ ପ୍ରାର୍ଥନା କରୁଥିଲେ।

ତେଲାଙ୍ଗାନାର ଚାଷୀ ବୁସା କ୍ରୀଷ୍ଣା ରାଜୁ ଗଣମାଧ୍ୟମ ଜରିଆରେ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପାଇଥିଲେ। ଏହା ଶୁଣି ସେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ସେହି ଦିନ ରାତିରେ ସେ ଅନିଦ୍ରା ରହି ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ସେ ଭଗବାନଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଥିଲେ। ଏପରି କି ରାଜୁ ଦୀର୍ଘ ୪ ଦିନ ହେଲା କିଛି ବି ଖାଇ ନଥିଲେ। ହେଲେ ରବିବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି।

ରାଜୁ ଟ୍ରମ୍ପଙ୍କ ବହୁତ ବଡ଼ ଫ୍ୟାନ ଥିଲେ। ଏଥିପାଇଁ ସେ ଗତବର୍ଷ ଟ୍ରମ୍ପଙ୍କର ୬ ଫୁଟ ଉଚ୍ଚତା ବିଶିଷ୍ଟ ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଏହାକୁ ସେ ନିୟମିତ ପୂଜା ମଧ୍ୟ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story