ଚାଷୀମାନେ କ’ଣ ଚାହୁଁଛନ୍ତି, ସେକଥା ସେମାନେ ନିଜେ ବି ଜାଣିନାହାନ୍ତି: ହେମା ମାଳିନୀ

ମଥୁରା: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦୀର୍ଘ ୫୦ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆଗକୁ ସେମାନେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି କହୁଛନ୍ତି। ହେଲେ ଆନ୍ଦୋଳନ କରୁଥିବା ଚାଷୀମାନେ କ’ଣ ଚାହୁଁଛନ୍ତି, ସେକଥା ସେମାନେ ନିଜେ ବି ଜାଣିନାହାନ୍ତି। ସେହିପରି ସେମାନେ କୃଷି ଆଇନରେ କ’ଣ ଭୁଲ ରହିଛି, ସେକଥା ବି ଜାଣି ନାହାନ୍ତି। ଆଜି ଏଭଳି ବୟାନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ମଥୁରାର ବିଜେପି […]

ff

ff

Hemant Lenka
  • Published: Wednesday, 13 January 2021
  • Updated: 13 January 2021, 02:15 PM IST

Sports

Latest News

ମଥୁରା: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦୀର୍ଘ ୫୦ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆଗକୁ ସେମାନେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି କହୁଛନ୍ତି। ହେଲେ ଆନ୍ଦୋଳନ କରୁଥିବା ଚାଷୀମାନେ କ’ଣ ଚାହୁଁଛନ୍ତି, ସେକଥା ସେମାନେ ନିଜେ ବି ଜାଣିନାହାନ୍ତି। ସେହିପରି ସେମାନେ କୃଷି ଆଇନରେ କ’ଣ ଭୁଲ ରହିଛି, ସେକଥା ବି ଜାଣି ନାହାନ୍ତି।

ଆଜି ଏଭଳି ବୟାନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ମଥୁରାର ବିଜେପି ସାଂସଦ ହେମା ମାଳିନୀ। ଏଥିସହ ସେ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ରୋକକୁ ମଧ୍ୟ ସ୍ୱାଗତ କରିଛି। ଏହାଦ୍ୱାରା ଜାରି ରହିଥିବା ବିବାଦ ସାମାନ୍ୟ ହ୍ରାସ ଘଟିବ ବୋଲି ସେ ଆଶା କରିଛନ୍ତି।

ହେମା ମାଳିନୀ କହିଛନ୍ତି, “ସୁପ୍ରିମକୋର୍ଟ କୃଷି ଆଇନ ଉପରେ ରୋକ ଲଗାଇ ଭଲ କରିଛନ୍ତି। ଏହା ସ୍ଥିତିକୁ ନିୟନ୍ତ୍ରଣ ରଖିବାରେ ସହାୟକ ହେବ। ଏକାଧିକ ଥର ଆଲୋଚନା ହୋଇଥିଲେ ହେଁ ଚାଷୀମାନେ କୌଣସି ନିଷ୍କର୍ସରେ ପହଞ୍ଚି ପାରୁନାହାନ୍ତି। ସେମାନେ କ’ଣ ଚାହୁଁଛନ୍ତି, ସେକଥା ଏଯାଏ ନିଜେ ଜାଣିନାହାନ୍ତି।

କୃଷି ଆଇନରେ କ’ଣ ସମସ୍ୟା ରହିଛି, ସେକଥା ବି ସେମାନେ କହିପାରୁ ନାହାନ୍ତି। ଏହାର ଅର୍ଥ ସେମାନେ ଆଉ କାହା କଥାରେ ପଡ଼ି  ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ଏପରି କରିବାକୁ ଆଉ କିଏ ପଛରେ ରହି ନିର୍ଦ୍ଦେଶ ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story