ବୈଠକକୁ ଆସିଲେନି କେନ୍ଦ୍ରମନ୍ତ୍ରୀ, ନୂଆ କୃଷି ଆଇନର କପି ଚିରିଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନକୁ ଚାଷୀମାନେ ଜୋରଦାର ବିରୋଧ କରୁଛନ୍ତି। ବିଶେଷ କରି ପଞ୍ଜାବରେ ୩୦ଟି ଚାଷୀ ସଂଗଠନ ନୂଆ କୃଷି ଆଇନ ବିରୋଧ କରୁଛନ୍ତି। ଏହି କାରଣରୁ ଆଜି ଏହି ସଂଗଠନର ପ୍ରତିନିଧିମାନଙ୍କ ସହ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୈଠକ କରିବାର ଥିଲା। ଚାଷୀନେତାମାନେ ବୈଠକକୁ ଆସିଥିଲେ ହେଁ କେନ୍ଦ୍ରମନ୍ତ୍ରୀ କିନ୍ତୁ ଆସି ନଥିଲେ। ଏହି କାରଣରୁ ଚାଷୀମାନେ ବିରକ୍ତ ପ୍ରକାଶ କରି ଅଧାରୁ ବୈଠକରୁ […]

mj

mj

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 04:56 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନକୁ ଚାଷୀମାନେ ଜୋରଦାର ବିରୋଧ କରୁଛନ୍ତି। ବିଶେଷ କରି ପଞ୍ଜାବରେ ୩୦ଟି ଚାଷୀ ସଂଗଠନ ନୂଆ କୃଷି ଆଇନ ବିରୋଧ କରୁଛନ୍ତି। ଏହି କାରଣରୁ ଆଜି ଏହି ସଂଗଠନର ପ୍ରତିନିଧିମାନଙ୍କ ସହ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୈଠକ କରିବାର ଥିଲା। ଚାଷୀନେତାମାନେ ବୈଠକକୁ ଆସିଥିଲେ ହେଁ କେନ୍ଦ୍ରମନ୍ତ୍ରୀ କିନ୍ତୁ ଆସି ନଥିଲେ। ଏହି କାରଣରୁ ଚାଷୀମାନେ ବିରକ୍ତ ପ୍ରକାଶ କରି ଅଧାରୁ ବୈଠକରୁ ଚାଲି ଯାଇଛନ୍ତି। ସେହିପରି ସେମାନେ କୃଷି ଆଇନର ନିଥିପତ୍ରକୁ ଚିରି ଫୋପାଡ଼ି ଦେଇଛନ୍ତି।

ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବାରୁ କେନ୍ଦ୍ର ସରକାର ବୈଠକ ଡାକିଥିଲେ। ପ୍ରଥମେ ଚାଷୀ ସଂଗଠନ ଗୁଡ଼ିକ ବୈଠକରେ ଯୋଗଦେବାକୁ ଅରାଜି ହୋଇଥିଲେ। କିନ୍ତୁ ଗତକାଲି ସେମାନେ ଆଜିର ବୈଠକରେ ଯୋଗଦେବାକୁ ରାଜି ହୋଇଥିଲେ। ଏହି ବୈଠକରେ କେନ୍ଦ୍ର କୃଷି ସଚିବ ମଧ୍ୟ ଉପସ୍ଥିତ ରହିଥିଲେ। ହେଲେ ଚାଷୀମାନେ କେନ୍ଦ୍ରମନ୍ତ୍ରୀ ନିଜ ଆସନ୍ତୁ ବୋଲି ଦାବି କରିଥିଲେ।

ହେଲେ କୃଷିମନ୍ତ୍ରୀ ନ ଆସିବାରୁ ସେମାନେ କୃଷି ସଚିବଙ୍କ ସହ ମଧ୍ୟ ଆଲୋଚନା କରି ନଥିଲେ। ବାରମ୍ବାର ଦାବି ସତ୍ତ୍ୱେ କୃଷିମନ୍ତ୍ରୀ ତୋମାର ନ ଆସିବାରୁ ମନ୍ତ୍ରଣାଳୟ ମଧ୍ୟରେ ଚାଷୀମାନେ ନାରାବାଜି କରିଥିଲେ। ସେମାନେ ଏହାପରେ କୃଷି ଆଇନର କପିକୁ ଚିରି ଦେଇଥିଲେ ଓ ଆନ୍ଦୋଳନ ଆଗକୁ ମଧ୍ୟ ଚାଲିବ ବୋଲି ଧମକ ଦେଇଥିଲେ।

ଜଣେ ଆନ୍ଦୋଳନକାରୀ ଚାଷୀ କହିଛନ୍ତି, “ଆମେ ଆଜିର ଆଲୋଚନାରେ ଆଦୌ ସନ୍ତୁଷ୍ଟ ହୋଇନାହିଁ। ଏହି କାରଣରୁ ଆମେ ବୈଠକରୁ ଚାଲି ଆସିଛୁ। ଆମେ ଏହି କଳା ଆଇନକୁ ଉଚ୍ଛେଦ କରିବାକୁ ଚାହୁଁଛୁ। ସଚିବ କହିଛନ୍ତି ସେ ଆଗକୁ ଆମ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ଆଜିର ବୈଠକରେ କୌଣସି କେନ୍ଦ୍ର ମନ୍ତ୍ରୀ ସାମିଲ ହୋଇ ନଥିଲେ। ଆମେ ଏହି କାରଣରୁ ବୈଠକରୁ ଚାଲି ଆସିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story