ସିବିଏସଇ ସିଲାବସ୍‌ରୁ ସଂଘୀୟ ବ୍ୟବସ୍ଥା, ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ଅଧିକାର ବାଦ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପିଲାମାନେ ଚାପରେ ରହୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି ସିବିଏସ୍‌ଇ ନବମରୁ ଦ୍ୱାଦଶ ଶ୍ରେଣୀର ସିଲାବସ୍‌କୁ ୩୦% ହ୍ରାସ କରିଛି। ପାଠ୍ୟ ବିଷୟରେ ଥିବା ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଛାଡ଼ି ଦେଲେ, ୩୦% ବିଷୟକୁ ହ୍ରାସ କରାଯିବ। ତେବେ ସିବିଏସ୍‌ଇ ସିଲାବସ୍‌ରୁ ମୁଖ୍ୟ ବିଷୟ ଯଥା ଗଣତାନ୍ତ୍ରିକ ଅଧିକାର, ଭାରତରେ ଖାଦ୍ୟ ସୁରକ୍ଷା, ସଂଘୀୟ ବ୍ୟବସ୍ଥା, ନାଗରିକତ୍ୱ ଓ ଧର୍ମନିରପେକ୍ଷତାକୁ ବାଦ୍‌ ଦେଇଛି। ପିଲାମାନଙ୍କ ପାଇଁ ଏବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ […]

di

di

Hemant Lenka
  • Published: Wednesday, 08 July 2020
  • Updated: 08 July 2020, 01:34 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପିଲାମାନେ ଚାପରେ ରହୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି ସିବିଏସ୍‌ଇ ନବମରୁ ଦ୍ୱାଦଶ ଶ୍ରେଣୀର ସିଲାବସ୍‌କୁ ୩୦% ହ୍ରାସ କରିଛି। ପାଠ୍ୟ ବିଷୟରେ ଥିବା ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଛାଡ଼ି ଦେଲେ, ୩୦% ବିଷୟକୁ ହ୍ରାସ କରାଯିବ।

ତେବେ ସିବିଏସ୍‌ଇ ସିଲାବସ୍‌ରୁ ମୁଖ୍ୟ ବିଷୟ ଯଥା ଗଣତାନ୍ତ୍ରିକ ଅଧିକାର, ଭାରତରେ ଖାଦ୍ୟ ସୁରକ୍ଷା, ସଂଘୀୟ ବ୍ୟବସ୍ଥା, ନାଗରିକତ୍ୱ ଓ ଧର୍ମନିରପେକ୍ଷତାକୁ ବାଦ୍‌ ଦେଇଛି। ପିଲାମାନଙ୍କ ପାଇଁ ଏବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ ଥିବା ବେଳେ କାହିଁକି ଚାପ ହ୍ରାସ କରିବା ଆଳରେ ମୁଖ୍ୟ ବିଷୟକୁ ବାଦ ଦିଆଗଲା, ତା’କୁ ନେଇ ପ୍ରଶ୍ନ ଉଠିଛି।

ସିଲାବସ୍‌ ହ୍ରାସ କରିବାକୁ ଘୋଷଣା କରିବା ପରେ ସିବିଏସଇ ପ୍ରଥମ ପର୍ଯ୍ୟାୟରେ ଅର୍ଥନୀତି ଓ ରାଜନୀତି ବିଷୟ ଗୁଡ଼ିକର କାଟଛାଣ୍ଟ କରିବା ଆରମ୍ଭ କରିଛି।

ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ସିଲାବସ୍‌ରୁ ସଂପୂର୍ଣ୍ଣ ଭାବେ ହଟାଇ ଦିଆଯାଇଥିବା ବିଷୟବସ୍ତୁ ଗୁଡ଼ିକ ମଧ୍ୟରେ ସଂଘୀୟ ବ୍ୟବସ୍ଥା, ନାଗରିକତ୍ୱ, ଜାତୀୟତାବାଦ ଓ ଧର୍ମନିରପେକ୍ଷତା ରହିଛି। ସ୍ଥାନୀୟ ସରକାର ବିଷୟର ମାତ୍ର ଦୁଇଟି ୟୁନିଟକୁ ବାଦ ଦିଆଯାଇଛି। ସେଗୁଡ଼ିକ ହେଲା ‘କ’ଣ ପାଇଁ ଆମେ ସ୍ଥାନୀୟ ସରକାର ଦରକାର କରୁଛେ? ଓ ଭାରତରେ ସ୍ଥାନୀୟ ସରକାରଙ୍କ ଅଭିବୃଦ୍ଧି’।

ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ସିଲାବସ୍‌ରୁ ସିବିଏସ୍‌ଇ "Security in the Contemporary World", "Environment and Natural Resources", "Social and New Social Movements in India" ଓ "Regional Aspirations" ବିଷୟଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବାଦ ଦେଇଛି।

Planned Development ବିଷୟବସ୍ତୁରୁ ଭାରତୀୟ ଅର୍ଥନୀତି ବିକାଶର ପରିବର୍ତ୍ତିତ ନେଚର, ଯୋଜନା କମିଶନ ଓ ପଞ୍ଚ ବାର୍ଷିକ ଯୋଜନାକୁ ବାଦ୍‌ ଦିଆଯାଇଛି।

ଭାରତର ବୈଦେଶିକ ନୀତି ବିଷୟରୁ ପାକିସ୍ତାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ମିଆଁମାର ସହ ଭାରତ ସମ୍ପର୍କ କ’ଣ, ତା’କୁ ମଧ୍ୟ ସିଲାବସ୍‌ରୁ ହଟାଇ ଦିଆଯାଇଛି।

ନବମ ଶ୍ରେଣୀ ସିଲାବସ୍‌ର ରାଜନୀତିକ ବିଜ୍ଞାନ ସିଲାବସ୍‌ରୁ ଗଣତାନ୍ତ୍ରିକ ଅଧିକାର ଓ ଭାରତୀୟ ସମ୍ବିଧାନର ଆକାରକୁ ବିଷୟକୁ ପିଲାମାନେ ଆଦୌ ପଡ଼ିବେ ନାହିଁ। ଅର୍ଥନୀତି ସିଲାବସ୍‌ର ଭାରତର ଖାଦ୍ୟ ସୁରକ୍ଷା ବିଷୟକୁ ବାଦ୍‌ ଦିଆଯାଇଛି।

ଦଶମ ଶ୍ରେଣୀ ସିଲାବସ୍‌ରୁ ଗଣତନ୍ତ୍ର ଓ ବିବିଧତା, ଜାତି, ଧର୍ମ ଓ ଲିଙ୍ଗ ଓ ଗଣତନ୍ତ୍ର ଆଗରେ ଥିବା ଚ୍ୟାଲେଞ୍ଜ ବିଷୟକୁ ବାଦ୍‌ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story