ରକ୍ତମୁଖା କୁକୁରଙ୍କୁ ଏନ୍‌କାଉଣ୍ଟର ଉପରେ ଲାଗିଲା ରୋକ୍‌

ଲକ୍ଷ୍ନୌ: ୟୁପିର ସୀତାରପୁର ଜିଲ୍ଲାରେ ବୁଲା କୁକୁରଙ୍କ ଆତଙ୍କ ଜାରି  । ରକ୍ତମୁଖା ପାଲଟିଛନ୍ତି କୁକୁର। କୁକୁର କାମୁଡ଼ାରେ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୈନିକ ଅନେକ ଖଣ୍ଡିଆ ଖାବରା ହେଉଛି। ଫଳରେ ଏମାନଙ୍କୁ କାବୁ କରିବା ପାଇଁ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ପାଲଟିଛି।  ବୁଲାକୁକୁରଙ୍କ କାମୁଡ଼ାରେ ଗତ କିଛି ଦିନ ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ଘଟିଲାଣି।  ଅଦ୍ୟାବଧି  ୩୫ କୁକୁରଙ୍କୁ ଏନ୍‌କାଣ୍ଟର କରାଗଲାଣି।  ଏହି କୁକୁର ଗୁଡ଼ିକୁ ସିଧାସଳଖ ମାରି ମାଟିରେ […]

dogs

dogs

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 04:01 PM IST

Sports

Latest News

ଲକ୍ଷ୍ନୌ: ୟୁପିର ସୀତାରପୁର ଜିଲ୍ଲାରେ ବୁଲା କୁକୁରଙ୍କ ଆତଙ୍କ ଜାରି  । ରକ୍ତମୁଖା ପାଲଟିଛନ୍ତି କୁକୁର। କୁକୁର କାମୁଡ଼ାରେ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୈନିକ ଅନେକ ଖଣ୍ଡିଆ ଖାବରା ହେଉଛି। ଫଳରେ ଏମାନଙ୍କୁ କାବୁ କରିବା ପାଇଁ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ପାଲଟିଛି।  ବୁଲାକୁକୁରଙ୍କ କାମୁଡ଼ାରେ ଗତ କିଛି ଦିନ ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ଘଟିଲାଣି।  ଅଦ୍ୟାବଧି  ୩୫ କୁକୁରଙ୍କୁ ଏନ୍‌କାଣ୍ଟର କରାଗଲାଣି।  ଏହି କୁକୁର ଗୁଡ଼ିକୁ ସିଧାସଳଖ ମାରି ମାଟିରେ ପୋତି ଦିଆଯାଇଛି।

ହେଲେ ଏହାକୁ ନେଇ ପ୍ରଶ୍ନ ଉଠିବାରୁ ଏବେ କୁକୁର ମାରିବା ଉପରେ ରୋକ ଲଗାଯାଇଛି। ଏବେ ୨୨ଟି କୁକୁରଙ୍କୁ  ଯନ୍ତାରେ ବନ୍ଦୀ କରି ରଖାଯାଇଛି।  ଏହି କୁକୁରଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ଡ୍ରୋନ୍‌ ଏବଂ ନାଇଟ୍‌ ଭିଜନ କ୍ୟାମେରାକୁ ବ୍ୟବହାର କରିଛି। ଏଥିସହ ପ୍ରାଣୀ ବିଭାଗର ସହାୟତା ନେଇଛି।  କୁକୁରମାନଙ୍କ ସ୍ୱାଭାବରେ ହଠାତ୍ ପରିବର୍ତ୍ତନ ହେବା ପଛରେ କାରଣ କଣ କଣ ରହିଛି। କାହିଁକି  ମଣିଷକୁ ଦେଖିଲେ ଆକ୍ରମଣ ପାଇଁ ଏମିତି ରକ୍ତମୁଖା ହୋଇ ଉଠୁଛନ୍ତି ଏସବୁକୁ ନେଇ ଗବେଷଣା କରି ପ୍ରାଣୀ ବିଭାଗ। ଏନେଇ ଲକ୍ଷ୍ନୌର ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story