ତାଲିବାନୀଙ୍କୁ ଡର ନାହିଁ, ଅଭିଯାନ ଆରମ୍ଭ କଲେ ଆଫଗାନୀ ମହିଳା

ନୂଆଦିଲ୍ଲୀ: ତାଲିବାନୀ ସରକାରର ନାଲି ଆଖିକୁ ଡରୁ ନାହାନ୍ତି ଆଫଗାନୀ ମହିଳା। ଶାସନ ଗାଦି ମାଡ଼ି ବସୁ ବସୁ ଆଫଗାନୀ ମହିଳାଙ୍କ  ବେଶ ପୋଷାକ, ପାଠ ପଢ଼ା ଏପରିକି ଚାକିରି ଉପରେ ବି କଟକଣା ଲଗାଇଦେଲା ତାଲିବାନ ସରକାର । ହେଲେ ତାଲିବାନ ସରକାରକୁ ଏବେ ସୋଶାଲ ମିଡିଆରେ ମୁହଁତୋଡ଼ ଜବାବ ଦେଉଛନ୍ତି ଆଫଗାନୀ ମହିଳା । ଆଫଗାନିସ୍ତାନରେ ଶରିଆ ଆଇନ ଅନୁଯାୟୀ, ସରକାର ପରିଚାଳନା ହେବ ବୋଲି ତାଲିବାନ କହିଥିଲେ। ଏଥିନିମନ୍ତେ ମହିଳାଙ୍କ ନିମନ୍ତେ ବୁର୍ଖା […]

afgan women on social media

afgan women on social media

Niharika Rout
  • Published: Tuesday, 14 September 2021
  • Updated: 14 September 2021, 04:30 PM IST

Sports

Latest News

ନୂଆଦିଲ୍ଲୀ: ତାଲିବାନୀ ସରକାରର ନାଲି ଆଖିକୁ ଡରୁ ନାହାନ୍ତି ଆଫଗାନୀ ମହିଳା। ଶାସନ ଗାଦି ମାଡ଼ି ବସୁ ବସୁ ଆଫଗାନୀ ମହିଳାଙ୍କ  ବେଶ ପୋଷାକ, ପାଠ ପଢ଼ା ଏପରିକି ଚାକିରି ଉପରେ ବି କଟକଣା ଲଗାଇଦେଲା ତାଲିବାନ ସରକାର । ହେଲେ ତାଲିବାନ ସରକାରକୁ ଏବେ ସୋଶାଲ ମିଡିଆରେ ମୁହଁତୋଡ଼ ଜବାବ ଦେଉଛନ୍ତି ଆଫଗାନୀ ମହିଳା ।

ଆଫଗାନିସ୍ତାନରେ ଶରିଆ ଆଇନ ଅନୁଯାୟୀ, ସରକାର ପରିଚାଳନା ହେବ ବୋଲି ତାଲିବାନ କହିଥିଲେ। ଏଥିନିମନ୍ତେ ମହିଳାଙ୍କ ନିମନ୍ତେ ବୁର୍ଖା ଓ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲା। ହେଲେ ବୁ‍ର୍ଖାରେ ରହିବାକୁ ତାଲିବାନୀଙ୍କ କଟକଣାକୁ ଆଉ ଖାତିର କରୁ ନାହାନ୍ତି ଆଫଗାନୀ ମହିଳା। ଆଫଗାନ ମହିଳା ଏହାକୁ ବିରୋଧ କରି ପାରମ୍ପରିକ ପୋଷାକ ପିନ୍ଧି ଫଟୋ ସୋଶାଲ ମିଡିଆରେ ଶେଆର କରୁଛନ୍ତି। ଏବେ ତାଲିବାନୀଙ୍କ ବୁର୍ଖା ଆଦେଶକୁ ବିରୋଧ କରି ବହୁସଂଖ୍ୟକ ଆଫଗାନ ନାରୀ ପାରମ୍ପରିକ ଆଫଗାନୀ ବେଶପୋଷାକ ପିନ୍ଧା ନିଜ ନିଜର ଫଟୋ ପୋଷ୍ଟ୍ କରି ‘ଅନ୍‌ଲାଇନ୍‌ ଅଭିଯାନ’ ଆରମ୍ଭ କରିଛନ୍ତି।

ଡକ୍ଟର ବହାର ଜଲାଲୀ ନାମ୍ନୀ ଆଫଗାନୀ ମହିଳା ତାଲିବାନ ଡ୍ରେସ୍‌ କୋଡ ବିରୋଧରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଆଫଗାନିସ୍ତାନର ଏକ ୟୁନିଭରସିଟିରେ ଇତିହାସ ବିଭାଗ ପ୍ରଫେସର ଥିବା ଡ. ଜଲାଲୀ ରଙ୍ଗବେରଙ୍ଗ ଆଫଗାନି ପାରମ୍ପରିକ ପୋଷାକ ପିନ୍ଧି ଫଟୋ ପୋଷ୍ଟ କରିଛନ୍ତି। ନିଜ ଫଟୋ କ୍ୟାପସନ୍‌ରେ ଏହା ଆଫଗାନର ଅସଲି ସଂସ୍କୃତି ବୋଲି ସେ ଟ୍ୱିଟ କରିଛନ୍ତି। ତହମୀନା ଅଜୀଜ ନାମ୍ନୀ ମହିଳା ଟ୍ୱିଟ କରିଛନ୍ତି, ମୁଁ ନିଜ ଆଫଗାନ ପୋଷାକକୁ ନେଇ ଗର୍ବ କରୁଛି। ଏହା ଖୁବ୍‌ ସୁନ୍ଦର। ଆଫଗାନୀ ମହିଳାଙ୍କୁ ଅନୁପ୍ରାଣିତ କରିଥିବାରୁ ସେ ଡ. ଜଲାଲୀଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି ।

[caption id="attachment_675618" align="aligncenter" width="650"]afgan lady ପାରମ୍ପରିକ ପୋଷାକରେ ଆଫଗାନ ମହିଳା।[/caption]

ତାଲିବାନୀଙ୍କ ଚାହିଁବା ଅନୁସାରେ କପଡ଼ା ପିନ୍ଧିବା ଆମ ସଂସ୍କୃତି ନୁହେଁ । ଆଫଗାନି ଇତିହାସରେ କେହି ବି ଏପରି କପଡ଼ା ପିନ୍ଧି ନାହାନ୍ତି ଯେପରି ତାଲିବାନୀ ଚାହୁଁଛନ୍ତି। ତାହା ଆଫଗାନି ସଂସ୍କୃତି ନୁହେଁ। ଡକ୍ଟର ବହାର ଜଲାଲୀଙ୍କ କ୍ୟାପସନ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ଆହୁରି ବହୁ ମହିଳା ଏହାକୁ ସମର୍ଥନ ଜଣାଇ ନିଜ ଫଟୋ ପୋଷ୍ଟ କରିଛନ୍ତି।

ଏହାବାଦ  ଆଫଗାନୀ ମହିଳାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆଫଗାନ ସଂସ୍କୃତି ଅଭିଯାନ କ୍ୟାମ୍ପେନ (The #AfghanistanCulture campaign) ସମ୍ପ୍ରତି ଆଫଗାନିସ୍ତାନ ଏବଂ ବିଦେଶରେ ଅବସ୍ଥାନ କରୁଥିବା ବହୁସଂଖ୍ୟକ ମହିଳାଙ୍କୁ ଏକତ୍ର କରୁଛି । ନାରୀମାନଙ୍କ ମୁଖମଣ୍ଡଳ ଏବଂ ସମ୍ପୂର୍ଣ୍ଣ ଶରୀରକୁ ଆବୃତ କରି ରଖୁଥିବା ବୁର୍ଖା ବିରୋଧରେ ପ୍ରତିବାଦ ଦର୍ଶାଇ ସେମାନେ ପାରମ୍ପରିକ ଆଫଗାନ୍ ବେଶପୋଷାକ ପିନ୍ଧିଥିବା  ଫଟୋ ପୋଷ୍ଟ କରୁଛନ୍ତି।   ‘ଆଫ୍‌ଗାନିସ୍ତାନ୍‌ କଲ୍‌ଚର୍‌’ ଟ୍ରେଣ୍ଡରେ ‘ଆଫଗାନ୍‌ ୱିମିନ୍‌’ ଏବଂ ‘ଡୁ ନଟ୍‌ ଟଚ୍‌ ମାଇଁ କ୍ଲୋଦ୍‌ସ୍‌’ କ୍ୟାମ୍ପେନ୍‌ ବି ଆରମ୍ଭ କରାଯାଇଛି।  ଆଫଗାନୀ ମହିଳାଙ୍କ ବେଶପୋଷାକ ଉପରେ କ୍ରୂର ତାଲିବାନୀଙ୍କ ସଂକୀର୍ଣ୍ଣ ମନୋଭାବପୂର୍ଣ୍ଣ ନିଷେଧାଦେଶକୁ ଏପରି ଅଭିଯାନ ଦ୍ୱାରା ଘୋର ବିରୋଧ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story