ଲକ୍ଷ୍ନୌ-‌ଆଗ୍ରା ଏକ୍ସପ୍ରେସୱେରେ ଆଜି ଓହ୍ଲାଇବ ଯୁଦ୍ଧ ବିମାନ

ଲକ୍ଷ୍ନୌ: ଆଜି ଲକ୍ଷ୍ନୌ-‌ଆଗ୍ରା ଏକ୍ସପ୍ରେସୱେରେ ଅବତରଣ କରିବ ଯୁଦ୍ଧ ବିମାନ। ଯୁଦ୍ଧ ବିମାନ ସହିତ ବଡ଼ ବଡ଼ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଅବତରଣ କରିବ। ଏୟାରଫୋର୍ସର ଏହି ଏକ୍ସରସାଇଜରେ ଭାଗ ନେବେ ମିରେଜ୍-2000, ସୁଖୋଇ-30, ଜାଗୁଆର୍ ଯୁଦ୍ଧ  ବିମାନ ଏବଂ AN-32 ଟ୍ରାନ୍ସପୋର୍ଟ ବିମାନ।  ଟ୍ରାନସ୍ପୋର୍ଟ ବିମାନ AN-32 ଅବତରଣ  କରିବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ପରିବହନ ହୋଇପାରିବ ଓ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ନେଇହେବ। ପ୍ରଥମ ଥର ଲାଗି ସଡ଼କରେ AN-32 […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 07:50 AM IST

Sports

Latest News

ଲକ୍ଷ୍ନୌ: ଆଜି ଲକ୍ଷ୍ନୌ-‌ଆଗ୍ରା ଏକ୍ସପ୍ରେସୱେରେ ଅବତରଣ କରିବ ଯୁଦ୍ଧ ବିମାନ। ଯୁଦ୍ଧ ବିମାନ ସହିତ ବଡ଼ ବଡ଼ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଅବତରଣ କରିବ। ଏୟାରଫୋର୍ସର ଏହି ଏକ୍ସରସାଇଜରେ ଭାଗ ନେବେ ମିରେଜ୍-2000, ସୁଖୋଇ-30, ଜାଗୁଆର୍ ଯୁଦ୍ଧ  ବିମାନ ଏବଂ AN-32 ଟ୍ରାନ୍ସପୋର୍ଟ ବିମାନ।  ଟ୍ରାନସ୍ପୋର୍ଟ ବିମାନ AN-32 ଅବତରଣ  କରିବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ପରିବହନ ହୋଇପାରିବ ଓ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ନେଇହେବ। ପ୍ରଥମ ଥର ଲାଗି ସଡ଼କରେ AN-32 ପରି ଏତେ  ବଡ଼ ଟ୍ରାନ୍ସପୋର୍ଟ ବିମାନ ଅବତରଣ କରିବ।  ଉନ୍ନାଓ ଜିଲ୍ଲାର ବଙ୍ଗର୍ମାଉ ପାଖରେ  ବାୟୁସେନାର ଏହି ଏକ୍ସସରସାଇଜ୍ ହେବ। ଏହାକୁ ଦୃଷ୍ଟିରେ ରଖି ଗତକାଲି ସକାଳ ୧୦ଟାଠାରୁ ଆଜି ଅପରାହ୍ନ ୨ଟା ଯାଏ ଲକ୍ଷ୍ନେ-ଅାଗ୍ରା ଏକ୍ସପ୍ରେସ୍ଓ୍ୱରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story