ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୨୬ ଗାଡ଼ି

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀର ଗାନ୍ଧିନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୋଟିଏ ୩ ମହାଲା ବିଶିଷ୍ଟ କପଡ଼ା ଗୋଦାମରେ ନିଆଁ ଲାଗିବା ପରେ ଏହା ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ କପଡ଼ା ଗୋଦାମରେ ନିଆଁ ଲାଗିଥିବାରୁ ଏହା ସହଜରେ ଲିଭି ନଥିଲା। ନିଆଁ ବ୍ୟାପୁଥିବାର ଆଶଙ୍କା ଥିବା ୨୬ଟି ଦମକଳ ବାହିନୀ ଗାଡ଼ିରେ ୧୦୦ରୁ […]

dd

dd

Hemant Lenka
  • Published: Thursday, 12 November 2020
  • Updated: 12 November 2020, 10:37 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀର ଗାନ୍ଧିନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୋଟିଏ ୩ ମହାଲା ବିଶିଷ୍ଟ କପଡ଼ା ଗୋଦାମରେ ନିଆଁ ଲାଗିବା ପରେ ଏହା ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ କପଡ଼ା ଗୋଦାମରେ ନିଆଁ ଲାଗିଥିବାରୁ ଏହା ସହଜରେ ଲିଭି ନଥିଲା।

ନିଆଁ ବ୍ୟାପୁଥିବାର ଆଶଙ୍କା ଥିବା ୨୬ଟି ଦମକଳ ବାହିନୀ ଗାଡ଼ିରେ ୧୦୦ରୁ ଅଧିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବେ ବି ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରି ନାହିଁ। ରିପୋର୍ଟ ଲେଖା ହେବା ବେଳକୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଦିଲ୍ଲୀରେ ଥିବା ବଡ଼ବଡ଼ ମାର୍କେଟ ମଧ୍ୟରୁ ନିଆଁ ଲାଗିଥିବା ଗାନ୍ଧି ନଗର ମାର୍କେଟ ଅନ୍ୟତମ। ମାର୍କେଟ ଭିତରେ ଥିବା ଲୋକଙ୍କୁ ପ୍ରଥମେ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story