ଅପେକ୍ଷାରେ ଅନ୍ତ, ଆଉ କିଛି ଘଣ୍ଟା ପରେ ଏୟାରପୋର୍ଟରେ ପହଞ୍ଚିବ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ପଡ଼ି ଛଟପଟ ହେଉଥିବା ଭାରତବାସୀଙ୍କ ସବୁ ଅପେକ୍ଷାରେ ଅନ୍ତ ଘଟିଛି। ଆଜି ପ୍ରଥମ ଦଫାରେ ପୁଣେର ସିରମ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆରୁ ଆସୁଥିବା କରୋନା ଟିକା ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଆଜି ରାତି ଅର୍ଥାତ ଆଉ କିଛି ଘଣ୍ଟା ପରେ ଏହି ଟିକା ଦିଲ୍ଲୀରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ରାତି ୯ଟାରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଏୟାରପୋର୍ଟରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। […]

ds

ds

Hemant Lenka
  • Published: Thursday, 07 January 2021
  • Updated: 07 January 2021, 09:48 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ପଡ଼ି ଛଟପଟ ହେଉଥିବା ଭାରତବାସୀଙ୍କ ସବୁ ଅପେକ୍ଷାରେ ଅନ୍ତ ଘଟିଛି। ଆଜି ପ୍ରଥମ ଦଫାରେ ପୁଣେର ସିରମ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆରୁ ଆସୁଥିବା କରୋନା ଟିକା ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଆଜି ରାତି ଅର୍ଥାତ ଆଉ କିଛି ଘଣ୍ଟା ପରେ ଏହି ଟିକା ଦିଲ୍ଲୀରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ପୂର୍ବରୁ ରାତି ୯ଟାରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଏୟାରପୋର୍ଟରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ବର୍ତ୍ତମାନ କିଛି ଘଣ୍ଟା ବିଳମ୍ବରେ ପହଞ୍ଚିବ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଭାରତୀୟ ବାୟୁସେନାର ଏଆଇ ୮୫୦ ବିମାନରେ ପୁଣେରୁ କୋଭିସିଲ୍ଡ ଟିକାକୁ ଦିଲ୍ଲୀକୁ ଅଣା ଯାଉଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଟିକା ଗୁଡ଼ିକୁ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯିବ। ଏଠାରେ ଟିକାକୁ ସଂରକ୍ଷିତ ରଖିବା ପାଇଁ କୋଲ୍ଡ ଚେନ୍‌ର ବ୍ୟବସ୍ଥା କରାଯାଇଛି।

ହେଲେ ବିଳମ୍ବିତ ରାତିରେ ଟିକା ପହଞ୍ଚିବାର ଥିବାରୁ ଆଜି ରାତିରେ ଏଗୁଡ଼ିକୁ ଏୟାରପୋର୍ଟରେ ଥିବା କୋଲ୍ଡ ଚେନ୍‌ରେ ରଖାଯିବ। ଦିଲ୍ଲୀ ଏୟାରପୋର୍ଟରେ ଥିବା କୋଲ୍ଡ ଚେନ୍‌ରେ ୨୭ ଲକ୍ଷ ଭିଆଲ୍ସ ରଖାଯିବାର ବ୍ୟବସ୍ଥା ରହିଛି। ସେହିପରି ଦୈନିକ ଏଠାରୁ ୮୦ ଲକ୍ଷ ଭିଆଲ୍ସ ପରିବହନ କରିବାର ସମସ୍ତ ପ୍ରକାରର ଯୋଜନା କରାଯାଇଥିବା ଜଣାପଡ଼ିଛି।

ଏଠାରେ ଦୁଇଟି କୋଲ୍ଡ ଚେନ୍‌ ବ୍ୟବସ୍ଥା ହୋଇଛି। ଗୋଟିଏ କୋଲ୍ଡ ଚେନ୍‌ରେ ଟିକାକୁ ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସ ମଧ୍ୟରେ ସଂରକ୍ଷିତ କରାଯାଇ ପାରିବ। ଅର୍ଥାତ ଭାରତକୁ ମଡର୍ଣ୍ଣା ଟିକା ଆସିଲେ, ଏହି କୋଲ୍ଡ ଚେନ୍‌ରେ ରହିବ। ସେହିପରି ଅନ୍ୟ କୋଲ୍ଡ ଚେନ୍‌ରେ ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାର ବ୍ୟବସ୍ଥା ହୋଇଛି। ଏହାର ଅର୍ଥ ଏହି କୋଲ୍ଡ ଚେନ୍‌ରେ କୋଭିସିଲ୍ଡ ଟିକା ସୁରକ୍ଷିତ ଭାବେ ରହି ପାରିବ। କାରଣ କୋଭିସିଲ୍ଡ ଟିକାର ଡୋଜ୍‌ଗୁଡ଼ିକ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ପୂର୍ବରୁ କମ୍ପାନୀ କହି ସାରିଛି।

ଆଜି ପ୍ରଥମ ଦଫାରେ କୋଭିସିଲ୍ଡ ଦିଲ୍ଲୀରେ ପହଞ୍ଚିବାକୁ ଥିବା ବେଳେ ଆସନ୍ତା ୭୨ ଘଣ୍ଟା ଭିତରେ ଦେଶର ବିଭିନ୍ନି ସ୍ଥାନରେ କରୋନା ଟିକା ପହଞ୍ଚିବ ବୋଲି ଜଣାପଡ଼ିଛି। ସରକାର ପ୍ରଥମ ଦଫାରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରିଛନ୍ତି।
ଏଥିପାଇଁ ଆସନ୍ତାକାଲି ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରାଏରନ ଅନୁଷ୍ଠିତ ହେବ। ଏହାପୂର୍ବରୁ ମଧ୍ୟ ଜାନୁଆରୀ ୨ରେ ସମଗ୍ର ଦେଶରେ କରୋନା ଟିକାର ଡ୍ରାଏରନ ହୋଇଥିଲା।

ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ପହଞ୍ଚିବାକୁ ଥିବା ଟିକା ଗୁଡ଼ିକ ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ହୋଇଥିବା ୬୦୦ଟି କୋଲ୍ଡ ଚେନ୍‌ ପଏଣ୍ଟକୁ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story