କୁମ୍ଭମେଳାରେ ୫ ହଜାରରୁ ଅଧିକ ଲୋକ ସନ୍ୟାସୀ ହେବେ!

ପ୍ରୟାଗରାଜ/ଆହ୍ଲାବାଦ: କୁମ୍ଭମେଳା ସମୟରେ ସାଧାରଣ ଜୀବନରୁ ଅବ୍ୟାହତି ନେଇ ୫ ହଜାରରୁ ଅଧିକ ଲୋକ ସନ୍ୟାସୀ ହେବେ। ଜୀବନର ଭୋଗବିଳାସକୁ ଛାଡ଼ି ଏହି ବ୍ୟକ୍ତିମାନେ ସନ୍ୟାସୀ ହେବାକୁ ଚାହୁଁଥିବା ବିଭିନ୍ନ ଆଖଡ଼ାରେ ନିଜର ନାଁ ପଞ୍ଜିକୃତ କରିଛନ୍ତି। ଗଙ୍ଗା ନଦୀ କୂଳରେ ବିଭିନ୍ନ ଆଖଡ଼ା ତରଫରୁ ଆୟୋଜନ ହେଉଥିବା କାର୍ଯ୍ୟକ୍ରମ ଜରିଆରେ ଏମାନେ ସନ୍ୟାସୀ ହେବେ। ୧୩ଟି ଆଖଡ଼ା ପକ୍ଷରୁ ଯେଉଁମାନେ ସନ୍ୟାସୀ ହେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଆଖଡ଼ାଗୁଡ଼ିକ ପକ୍ଷରୁ […]

y

y

Hemant Lenka
  • Published: Monday, 21 January 2019
  • Updated: 21 January 2019, 04:25 PM IST

Sports

Latest News

ପ୍ରୟାଗରାଜ/ଆହ୍ଲାବାଦ: କୁମ୍ଭମେଳା ସମୟରେ ସାଧାରଣ ଜୀବନରୁ ଅବ୍ୟାହତି ନେଇ ୫ ହଜାରରୁ ଅଧିକ ଲୋକ ସନ୍ୟାସୀ ହେବେ। ଜୀବନର ଭୋଗବିଳାସକୁ ଛାଡ଼ି ଏହି ବ୍ୟକ୍ତିମାନେ ସନ୍ୟାସୀ ହେବାକୁ ଚାହୁଁଥିବା ବିଭିନ୍ନ ଆଖଡ଼ାରେ ନିଜର ନାଁ ପଞ୍ଜିକୃତ କରିଛନ୍ତି।

ଗଙ୍ଗା ନଦୀ କୂଳରେ ବିଭିନ୍ନ ଆଖଡ଼ା ତରଫରୁ ଆୟୋଜନ ହେଉଥିବା କାର୍ଯ୍ୟକ୍ରମ ଜରିଆରେ ଏମାନେ ସନ୍ୟାସୀ ହେବେ।

୧୩ଟି ଆଖଡ଼ା ପକ୍ଷରୁ ଯେଉଁମାନେ ସନ୍ୟାସୀ ହେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।

ଆଖଡ଼ାଗୁଡ଼ିକ ପକ୍ଷରୁ ଫେବୃଆରୀ ୪ ମଉନୀ ଅମାବ୍ୟାସାରେ କରାଯାଉଥିବା ଦ୍ୱିତୀୟ ଶାହି ସ୍ନାନ ଓ ଫେବୃଆରୀ ୧୦ରେ ପଡ଼ୁଥିବା ବସନ୍ତ ପଞ୍ଜମୀରେ ହେବାକୁ ଥିବା ଶେଷ ସ୍ନାନ ସମୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସନ୍ୟାସୀ କରାଯିବ। ଏମାନଙ୍କୁ ଆଖଡ଼ା ପକ୍ଷରୁ ନିଯୁକ୍ତ ଗୁରୁମାନେ ସନ୍ୟାସୀ ଭାବେ ଦୀକ୍ଷିତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story