ବିଜେପିରେ ମିଶିବାକୁ ଦିଲ୍ଲୀରେ ଟିଏମସିର ୫ ବରିଷ୍ଠ ନେତା, ଶାହ ପଠାଇଥିଲେ ବିମାନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାର ପ୍ରକ୍ରିୟା ଜାରି ରହିଛି। ଦଳ ଛାଡ଼ି ବିଜେପିରେ ମିଶିବାକୁ ଆଜି ୫ ଜଣ ଟିଏମସି ନେତା ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯିବାକୁ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ମିଶିଥାଆନ୍ତେ। ହେଲେ ଶେଷ ମୁହୂର୍ତ୍ତରେ ଏହି କାର୍ଯ୍ୟକ୍ରମକୁ ବାତିଲ କରି ନିଜେ ଶାହ ସ୍ୱତନ୍ତ୍ର ବିମାନ ପଠାଇ ଟିଏମସି […]

ggh

ggh

Hemant Lenka
  • Published: Saturday, 30 January 2021
  • Updated: 30 January 2021, 06:14 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାର ପ୍ରକ୍ରିୟା ଜାରି ରହିଛି। ଦଳ ଛାଡ଼ି ବିଜେପିରେ ମିଶିବାକୁ ଆଜି ୫ ଜଣ ଟିଏମସି ନେତା ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯିବାକୁ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ମିଶିଥାଆନ୍ତେ। ହେଲେ ଶେଷ ମୁହୂର୍ତ୍ତରେ ଏହି କାର୍ଯ୍ୟକ୍ରମକୁ ବାତିଲ କରି ନିଜେ ଶାହ ସ୍ୱତନ୍ତ୍ର ବିମାନ ପଠାଇ ଟିଏମସି ନେତା ରାଜୀବ ବାନାର୍ଜୀଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରିଛନ୍ତି। ସେ ମଧ୍ୟ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିଛନ୍ତି।

ଗତକାଲି ଟିଏମସିରୁ ଇସ୍ତଫା ଦେଇଥିବା ପୂର୍ବତନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କହିଛନ୍ତି, ଅମିତ ଶାହ ମୋତେ ନିଜେ ଫୋନ କରି ଡାକିଛନ୍ତି। ସେ ମୋତେ ଦଳୀୟ ପତାକା ଦେବାକୁ ଚାହୁଁଥିବାରୁ ଦିଲ୍ଲୀ ନିମନ୍ତ୍ରଣ କରିଛନ୍ତି। ସେ ମୋ ପାଇଁ ଚାର୍ଟାର୍ଡ ବିମାନ ମଧ୍ୟ ପଠାଇଥିଲେ ବୋଲି ସେ କହିଛନ୍ତି।

ରାଜୀବଙ୍କ ସହ ଟିଏମସି ବିଧାୟକ ବୈଶାଳୀ ଡାଲମିୟା, ପବୀର ଘୋଶାଲ, ହାୱାଡା ମେୟର ରଥିନ ଚକ୍ରବର୍ତ୍ତୀ ଓ ପୂର୍ବତନ ବିଧାୟକ ସାରଥୀ ଚାଟାର୍ଜୀ ମଧ୍ୟ ଦିଲ୍ଲୀରେ ଆଜି ବିଜେପିରେ ଯୋଗଦେବାକୁ ବିମାନରେ ଆସିଛନ୍ତି।

ଅନ୍ୟପକ୍ଷରେ ହାୱାଡାରେ ଥିବା ଡୁମୁରଜୋଲାରେ ଆସନ୍ତାକାଲି ବିଜେପିର ମେଗା ରାଲି ଅନୁଷ୍ଠିତ ହେବ। କିନ୍ତୁ ଏଥିରେ ଶାହ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ। ସେଠାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅନ୍ୟ ରାଜ୍ୟସ୍ତରୀୟ ନେତାଙ୍କ ସହ ଷ୍ଟେଜ ଉପରେ ଉପସ୍ଥିତ ରହି ଲୋକଙ୍କୁ ସମ୍ବୋଧନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story