ଆଉ ନାହାନ୍ତି ପ୍ରଖ୍ୟାତ ଫୁଡ୍ ଲେଖକ ଜିଗ୍ସ କଲରା

ନୂଆଦିଲ୍ଲୀ: ପ୍ରଖ୍ୟାତ ଫୁଡ୍‌ ସ୍ତମ୍ଭକାର, ଫୁଡ୍‌ କନସଲଟାଣ୍ଟ ତଥା ଲେଖକ ଜିଗ୍ସ କଲରା ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ରହିଥିଲେ। ସେ ଦୀର୍ଘ ୫୦ ବର୍ଷ କାଳ ଭାରତୀୟ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏଥିପାଇଁ ତାଙ୍କୁ “Czar of Indian Cuisine” and “Taste maker to the Nation” ଭଳି ଉପାଧି ମିଳିଥିଲା। ଭାରତୀୟ ଖାଦ୍ୟକୁ […]

y

y

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 03:17 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଖ୍ୟାତ ଫୁଡ୍‌ ସ୍ତମ୍ଭକାର, ଫୁଡ୍‌ କନସଲଟାଣ୍ଟ ତଥା ଲେଖକ ଜିଗ୍ସ କଲରା ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ରହିଥିଲେ। ସେ ଦୀର୍ଘ ୫୦ ବର୍ଷ କାଳ ଭାରତୀୟ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

ଏଥିପାଇଁ ତାଙ୍କୁ "Czar of Indian Cuisine" and "Taste maker to the Nation" ଭଳି ଉପାଧି ମିଳିଥିଲା। ଭାରତୀୟ ଖାଦ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେବାରେ ଜିଗ୍ସଙ୍କ ଅବଦାନ ଅତୁଳନୀୟ। ଦିଲ୍ଲୀର ଲୋଧି ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

ଜିଗ୍ସ ଏକାଧିକ ଅନ୍ତର୍ଜାତୀୟ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos