ପରକୀୟା ପ୍ରୀତି ପାଇଁ ଭୟଙ୍କର ଦଣ୍ଡ: ସ୍ୱାମୀଙ୍କୁ କାନ୍ଧରେ ବସାଇ ଚାଲିଲେ ପତ୍ନୀ

ଝାବୁଆ: ବିବାହିତ ହୋଇ ମଧ୍ୟ ଜଣେ ମହିଳା ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ଅଭିଯୋଗରେ ଭୟଙ୍କର ଦଣ୍ଡ ପାଇଛନ୍ତି। ଖୋଦ୍‌ ମହିଳାଙ୍କ ସ୍ୱାମୀ ତାଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣିବାରୁ ଗାଁ ଲୋକମାନେ ସର୍ବସମ୍ମୁଖରେ ମହିଳାଙ୍କୁ ଭୟଙ୍କର ଦଣ୍ଡ ଦେଇଛନ୍ତି। ଦଣ୍ଡ ସ୍ୱରୂପ ଗାଁ ଦାଣ୍ଡରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ କାନ୍ଧରେ ବସାଇ ବୋହିବାକୁ ପଡ଼ିଛି। ଓଜନ ଅଧିକ ହେତୁ ମହିଳା ଜଣଙ୍କ ଚାଲି ପାରୁ ନଥିଲେ। ହେଲେ ଗାଁ ଲୋକମାନେ ତାଙ୍କୁ ମାଡ଼ […]

F

F

Hemant Lenka
  • Published: Thursday, 30 July 2020
  • Updated: 30 July 2020, 08:46 PM IST

Sports

Latest News

ଝାବୁଆ: ବିବାହିତ ହୋଇ ମଧ୍ୟ ଜଣେ ମହିଳା ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ଅଭିଯୋଗରେ ଭୟଙ୍କର ଦଣ୍ଡ ପାଇଛନ୍ତି। ଖୋଦ୍‌ ମହିଳାଙ୍କ ସ୍ୱାମୀ ତାଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣିବାରୁ ଗାଁ ଲୋକମାନେ ସର୍ବସମ୍ମୁଖରେ ମହିଳାଙ୍କୁ ଭୟଙ୍କର ଦଣ୍ଡ ଦେଇଛନ୍ତି।

ଦଣ୍ଡ ସ୍ୱରୂପ ଗାଁ ଦାଣ୍ଡରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ କାନ୍ଧରେ ବସାଇ ବୋହିବାକୁ ପଡ଼ିଛି। ଓଜନ ଅଧିକ ହେତୁ ମହିଳା ଜଣଙ୍କ ଚାଲି ପାରୁ ନଥିଲେ। ହେଲେ ଗାଁ ଲୋକମାନେ ତାଙ୍କୁ ମାଡ଼ ମାରି ଜୋରଜବରଦସ୍ତି ଚାଲିବାକୁ ବାଧ୍ୟ କରୁଥିଲେ। ଯେଉଁଠି ମହିଳା ଜଣଙ୍କ ଅଟକି ଯାଉଥିଲେ ସେଠାରେ ତାଙ୍କୁ ଗାଁ ଲୋକମାନେ କାଠ ଫାଳିଆରେ ମାଡ଼ ମଧ୍ୟ ମାରୁଥିଲେ।
https://twitter.com/i/status/1288707679607816192

କିଛି ଲୋକ ଏହି ଅମାନବୀୟ କାଣ୍ତକୁ ବିରୋଧ କରିବା ପରିବର୍ତ୍ତେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାର ଭିଡିଓ ଶୁଟିଂ କରିଥିଲେ। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଗାଁରେ ଘଟିଥିବା ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ପାଇବା ପରେ ପୁଲିସ୍‌ ମହିଳାଙ୍କ ସ୍ୱାମୀଙ୍କ ସହ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ମହିଳା ଓ ତାଙ୍କ ସ୍ୱାମୀ ଗୁଜରାଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ରବିବାର ସେମାନେ ଗାଁକୁ ଫେରିଥିଲେ। ଗାଁକୁ ଫେରିବା ପରେ ସ୍ୱାମୀ ଜଣଙ୍କ ତାଙ୍କ ପତ୍ନୀଙ୍କ ନାଁରେ ପରକୀୟା ପ୍ରୀତିର ଅଭିଯୋଗ ଆଣିଥିଲେ। ମହିଳା ଜଣଙ୍କ ତାଙ୍କର ଜଣେ ସହଯୋଗୀ ଶ୍ରମିକଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆସିବା ପରେ ଗାଁ ଲୋକେ ତାଙ୍କୁ ଏମିତି ଦଣ୍ଡ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story