ମାସ୍କ ନ ପିନ୍ଧିଲେ ଏହି ସହରରେ ମିଳୁଛି ୫୦ ପୁଶ-ଅପ ଦଣ୍ଡ

ଡେନପାସରା: ମାସ୍କ ନ ପନ୍ଧି ନଥିବା ଲୋକଙ୍କୁ ଆର୍ଥିକ କିମ୍ବା ବସ ଉଠର ଦଣ୍ଡ ମିଳୁଥିବା ଆପଣମାନେ ଦେଖିଥିବେ। ହେଲେ ଇଣ୍ଡୋନେସିଆର ରିଜର୍ଟ ଦ୍ୱୀପପୁଞ୍ଜ ବାଲିରେ ଯଦି କୌଣସି ପର୍ଯ୍ୟଟକ ମାସ୍କ ନ ପିନ୍ଧି ବୁଲୁଛନ୍ତି, ତା’ହେଲେ ତାଙ୍କୁ ସର୍ବସମ୍ମୁଖରେ ୫୦ ଥର ପୁଶ ଅପ କରିବାର ଦଣ୍ଡ ଦିଆଯାଉଛି। ବର୍ତ୍ତମାନ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥରେ ଜଣେ ପର୍ଯ୍ୟଟକ ମାସ୍କ ନ ପନ୍ଧି ଥିବାରୁ ତାଙ୍କୁ ପୁଲିସ୍‌ ଅଫିସର ସର୍ବସମ୍ମୁଖରେ […]

i

i

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 04:11 PM IST

Sports

Latest News

ଡେନପାସରା: ମାସ୍କ ନ ପନ୍ଧି ନଥିବା ଲୋକଙ୍କୁ ଆର୍ଥିକ କିମ୍ବା ବସ ଉଠର ଦଣ୍ଡ ମିଳୁଥିବା ଆପଣମାନେ ଦେଖିଥିବେ। ହେଲେ ଇଣ୍ଡୋନେସିଆର ରିଜର୍ଟ ଦ୍ୱୀପପୁଞ୍ଜ ବାଲିରେ ଯଦି କୌଣସି ପର୍ଯ୍ୟଟକ ମାସ୍କ ନ ପିନ୍ଧି ବୁଲୁଛନ୍ତି, ତା’ହେଲେ ତାଙ୍କୁ ସର୍ବସମ୍ମୁଖରେ ୫୦ ଥର ପୁଶ ଅପ କରିବାର ଦଣ୍ଡ ଦିଆଯାଉଛି।

ବର୍ତ୍ତମାନ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥରେ ଜଣେ ପର୍ଯ୍ୟଟକ ମାସ୍କ ନ ପନ୍ଧି ଥିବାରୁ ତାଙ୍କୁ ପୁଲିସ୍‌ ଅଫିସର ସର୍ବସମ୍ମୁଖରେ ପୁଶ ଅପ୍‌ କରିବାକୁ କହିଥିଲେ। ଏହାପରେ ପର୍ଯ୍ୟଟକ ଜଣଙ୍କ ମଧ୍ୟ ପୁଶ ଅପ ମାରୁଥିବା ଦେଖିବାକୁ ମିଳିଛି।

ଗତବର୍ଷ ଇଣ୍ଡୋନେସିଆ ସରକାର ସର୍ବସାଧାରଣରେ ମାସ୍କ ପିନ୍ଧିବା ନିୟମ ଜାରି କରିଥିଲେ। ତଥାପି ଏବେ କିଛି ପର୍ଯ୍ୟଟକ ବିନା ମାସ୍କରେ ବୁଲୁଥିବା ଦେଖିବାକୁ ମିଳିଥିଲା। କରୋନା ସଂକ୍ରମଣ ଆଶଙ୍କାରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଥିଲେ ହେଁ ପର୍ଯ୍ୟଟକମାନେ ଏହାକୁ ଅଣଦେଖା କରୁଛନ୍ତି।

ତେଣୁ ସ୍ଥାନୀୟ ପୁଲିସ୍‌ ପର୍ଯ୍ୟଟକଙ୍କୁ ମାସ୍କ ନ ପନ୍ଧିଲେ ପୁଶ ଅପ ଓ ଆର୍ଥିକ ଦଣ୍ଡରେ ସେମାନଙ୍କୁ ଦଣ୍ଡିତ କରୁଛି। ମାସ୍କ ନ ପିନ୍ଧିଥିବା ପ୍ରାୟ ୭୦ ଜଣଙ୍କ ଠାରୁ ପୁଲିସ ୧୦୦,୦୦ ରୁପିୟା ବା ୭ ଡାଲର ଅର୍ଥ ଫାଇନ ଜରରିଆରେ ଆଦାୟ କରିଛି। ତେବେ ୩୦ ଜଣ କ୍ୟାଶ ନଥିବା କହିବାରୁ ସେମାନଙ୍କୁ ୫୦ଟି ଲେଖାଏ ପୁଶ ଅପ ମାରିବାକୁ କୁହାଯାଇଥିଲା।

ଯେଉଁମାନେ ମାସ୍କ ସଂପୂର୍ଣ୍ଣ ଭାବେ ନିଜ ପାଖରେ ରଖି ନଥିଲେ ସେମାନଙ୍କୁ ୫୦ଟି ଓ ଯେଉଁମାନେ ଠିକ୍‌ ଭାବେ ମାସ୍କ ପରିଧାନ କରି ନଥିଲେ ସେମାନଙ୍କୁ ୧୫ଟି ଲେଖାଏ ପୁଶ ଅପ ମାରିବାକୁ ଦଣ୍ଡ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story