ଏନ୍‌ସିପିରେ ମିଶିଲେ ଶଙ୍କରସିଂହ ବାଘେଲା

ଅହମଦାବାଦ: ପୂର୍ବତନ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା ଶେଷରେ ଶରଦ ପାୱରଙ୍କ ଏନସିପିରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଥିବା ଶ୍ରୀ ବାଘେଲା ୨୦୧୭ ମସିହା ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ଦେଇଥିଲେ। ସେ ୧୯୯୬ରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। ସେବେଠାରୁ ସେ କଂଗ୍ରେସ ପାଇଁ କାମ କରି ଆସୁଥିଲେ। ସେ ୨୦୧୭ରେ କଂଗ୍ରେସ ଛାଡ଼ିଥିଲେ ମଧ୍ୟ ବିଜେପିରେ ଯୋଗ ଦେଇ ନଥିଲେ। ତେବେ ଗୁଜରାଟ ବିଧାନସଭା ନିର୍ବାଚନରେ […]

q

q

Hemant Lenka
  • Published: Tuesday, 29 January 2019
  • Updated: 29 January 2019, 08:20 PM IST

Sports

Latest News

ଅହମଦାବାଦ: ପୂର୍ବତନ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା ଶେଷରେ ଶରଦ ପାୱରଙ୍କ ଏନସିପିରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଥିବା ଶ୍ରୀ ବାଘେଲା ୨୦୧୭ ମସିହା ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ଦେଇଥିଲେ। ସେ ୧୯୯୬ରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। ସେବେଠାରୁ ସେ କଂଗ୍ରେସ ପାଇଁ କାମ କରି ଆସୁଥିଲେ।

ସେ ୨୦୧୭ରେ କଂଗ୍ରେସ ଛାଡ଼ିଥିଲେ ମଧ୍ୟ ବିଜେପିରେ ଯୋଗ ଦେଇ ନଥିଲେ। ତେବେ ଗୁଜରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ଅବଶ୍ୟ ଶ୍ରୀ ବାଘେଲାଙ୍କ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ପରାଜୟ ବରଣ କରିଥିଲେ।

ଆଜି ଶରଦ ପାୱରଙ୍କ ଉପସ୍ଥିତିରେ ଏନ୍‌ସିପିରେ ମିଶିଥିବା ବାଘେଲା ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଗୁଜରାଟବାସୀ ମୋତେ ପ୍ରବଳ ଭଲ ପାଇବା ଦେଇଛନ୍ତି।

ଏବେ ସେହି ଭଲ ପାଇବାର ମୂଲ୍ୟ ଫେରାଇବାର ସମୟ ଆସିଛି। ଖାସ୍‌ ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ଏନ୍‌ସିପିରେ ଯୋଗଦେଇଛି। ଆଗାମୀ ଦିନରେ ମୁଁ ଅଣ ବିଜେପି ସରକାର ଗଠନ ସମ୍ଭାବନା ଦେଖି ପାରୁଛି। ଏହି ସରକାର ପ୍ରାୟ ୟୁପିଏ-୩ ସହ ସମାନ।”

୨୦୧୪ରେ ଗୁଜରାଟର ସମସ୍ତ ୨୬ଟି ଲୋକସଭା ଆସନ ବିଜେପି ପୋଛି ନେଇଥିଲା। ଏଥର କଂଗ୍ରେସ ଓ ଏନ୍‌ସିପି ଏକାଠି ଲଢ଼ିବାକୁ ଅଣ୍ଟା ଭିଡ଼ୁଛନ୍ତି। ତେବେ ଯଦି କଂଗ୍ରେସ ଓ ଏନ୍‌ସିପି ଏକାଠି ନ ହେଲେ, ତା’ହେଲେ ଏଥର ଗୁଜରାଟରେ ତ୍ରିପାକ୍ଷିକ ଲଢ଼େଇ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story