ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନ ଗିରଫ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ ହୋଇଛନ୍ତି। ସେ ଗୋଟିଏ ଭିଡିଓ ଜାରି କରି ଦେଶର ବିଚାରପତି ଓ କୋର୍ଟର ଷ୍ଟାଫମାନଙ୍କୁ ଅସଭ୍ୟ ଭାଷାରେ ସମାଲୋଚନା କରିଥିଲେ। ଏହି କାରଣରୁ ଆଜି ତାଙ୍କୁ ଚେନ୍ନାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଜଷ୍ଟିସ କର୍ଣ୍ଣନ ମାଡ୍ରାସ ଓ କୋଲକାତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଅବସର ପରେ ସେ ଭିଡିଓ ଜାରି କରି ବିଚାରପତି ଓ କୋର୍ଟ ଷ୍ଟାଫଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ […]

g

g

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 04:18 PM IST

Sports

Latest News

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ ହୋଇଛନ୍ତି। ସେ ଗୋଟିଏ ଭିଡିଓ ଜାରି କରି ଦେଶର ବିଚାରପତି ଓ କୋର୍ଟର ଷ୍ଟାଫମାନଙ୍କୁ ଅସଭ୍ୟ ଭାଷାରେ ସମାଲୋଚନା କରିଥିଲେ। ଏହି କାରଣରୁ ଆଜି ତାଙ୍କୁ ଚେନ୍ନାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଜଷ୍ଟିସ କର୍ଣ୍ଣନ ମାଡ୍ରାସ ଓ କୋଲକାତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ଅବସର ପରେ ସେ ଭିଡିଓ ଜାରି କରି ବିଚାରପତି ଓ କୋର୍ଟ ଷ୍ଟାଫଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ବିରୋଧ କରି ପୁଡୁଚେରୀ ବାର ଆସୋସିଏସନ ତାଙ୍କ ନାଁରେ ଅଭିଯୋଗ କରିଥିଲା। ଫଳରେ ତାଙ୍କ ନାଁରେ ୪ଟି ଦଫାରେ କେସ୍‌ ରୁଜୁ ହୋଥିଲା।

ତଥାପି ସେ ଜଣେ ପୂର୍ବତନ ବିଚାରପତି ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହା ବିରୋଧରେ ମାଡ୍ରାସ ହାଇକୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ତାଙ୍କୁ ଚେନ୍ନାଇ ସ୍ଥିତ ତାଙ୍କ ଅଭାଡି ବାସଭବନରୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story