ଜେଡିଏସ୍‌କୁ ଝଟ୍‌କା: ବିଜେପିଠୁ ହାରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: ଜେଡିଏସ୍‌କୁ ସବୁଠାରୁ ବଡ଼ ଝଟ୍‌କା ଦେଇଛି ବିଜେପି। ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା କର୍ଣ୍ଣାଟକାର ଟୁମକୁର ଆସନରୁ ପରାସ୍ତ ହୋଇଛନ୍ତି। ଦେବଗୌଡ଼ାଙ୍କ ବିରୋଧରେ ବିଜେପି ଜିଏସ୍‌ ବାସଭରାଜଙ୍କୁ ପ୍ରାର୍ଥୀ କରିଥିଲା। ସେ ଦେବଗୌଡ଼ାଙ୍କୁ ୧୩,୩୩୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଜେଡିଏସ୍‌ର ଏଭଳି ବିପର୍ଯ୍ୟୟ କେବେ ଦେଖିବାକୁ ମିଳି ନଥିଲା। ପ୍ରଥମଥର ପାଇଁ ଦେବଗୌଡ଼ା ପରାସ୍ତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଜରୁରୀ କ୍ୟାବିନେଟ୍‌ ବୈଠକ […]

p

p

Hemant Lenka
  • Published: Thursday, 23 May 2019
  • Updated: 23 May 2019, 08:14 PM IST

Sports

Latest News

ବେଙ୍ଗାଲୁରୁ: ଜେଡିଏସ୍‌କୁ ସବୁଠାରୁ ବଡ଼ ଝଟ୍‌କା ଦେଇଛି ବିଜେପି। ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା କର୍ଣ୍ଣାଟକାର ଟୁମକୁର ଆସନରୁ ପରାସ୍ତ ହୋଇଛନ୍ତି। ଦେବଗୌଡ଼ାଙ୍କ ବିରୋଧରେ ବିଜେପି ଜିଏସ୍‌ ବାସଭରାଜଙ୍କୁ ପ୍ରାର୍ଥୀ କରିଥିଲା।

ସେ ଦେବଗୌଡ଼ାଙ୍କୁ ୧୩,୩୩୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଜେଡିଏସ୍‌ର ଏଭଳି ବିପର୍ଯ୍ୟୟ କେବେ ଦେଖିବାକୁ ମିଳି ନଥିଲା। ପ୍ରଥମଥର ପାଇଁ ଦେବଗୌଡ଼ା ପରାସ୍ତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଜରୁରୀ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story