ଚାଲିଗଲେ ଆରକେ ପାଚୌରୀ

ନୂଆଦିଲ୍ଲୀ: ଭେଣ୍ଟିଲେଟର ରହି ଜୀବନ ଯୁଦ୍ଧରେ ସଂଗ୍ରାମ କରିବା ପରେ ଶେଷରେ ଆଖିବୁଜିଛନ୍ତି ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଟିଇଆରଆଇର ମୁଖ୍ୟ ଆରକେ ପାଚୌରୀ। ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହାର୍ଟ ଆଟାକର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ପୂର୍ବରୁ ଏହି ଏସର୍କଟ ହାର୍ଟ ଇନଷ୍ଟିଚ୍ୟୁଟରେ ପାଚୌରୀଙ୍କ ଓପନ […]

ty

ty

Hemant Lenka
  • Published: Thursday, 13 February 2020
  • Updated: 13 February 2020, 10:26 PM IST

Sports

Latest News

ନୂଆଦିଲ୍ଲୀ: ଭେଣ୍ଟିଲେଟର ରହି ଜୀବନ ଯୁଦ୍ଧରେ ସଂଗ୍ରାମ କରିବା ପରେ ଶେଷରେ ଆଖିବୁଜିଛନ୍ତି ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଟିଇଆରଆଇର ମୁଖ୍ୟ ଆରକେ ପାଚୌରୀ। ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହାର୍ଟ ଆଟାକର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ପୂର୍ବରୁ ଏହି ଏସର୍କଟ ହାର୍ଟ ଇନଷ୍ଟିଚ୍ୟୁଟରେ ପାଚୌରୀଙ୍କ ଓପନ ହାର୍ଟ ସର୍ଜରୀ ହୋଇଥିଲା। ଗତବର୍ଷ ଜୁଲାଇରେ ସେ ମେକ୍ସିକୋରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ଏଠାରେ ତାଙ୍କର ଅପରେସନ କରାଯାଇଥିଲା।

୧୯୪୦ ମସିହା ଅଗଷ୍ଟ ୨୦ରେ ଉତ୍ତରାଖଣ୍ଡରେ ଶ୍ରୀ ପାଚୌରୀ ଜନ୍ମ ଗ୍ରହଣ କରିଥିଲେ। ସେ ଜଳବାୟୁ ପରିବର୍ତ୍ତନ ଉପରେ ଗଠନ ହୋଇଥିବା ଇଣ୍ଟର ଗର୍ଭନମେଣ୍ଟାଲ ପ୍ୟାନେଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି।

ସେ ଟିଇଆରଆଇରେ ଥିବା ବେଳେ ତାଙ୍କ ନାଁରେ ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସିଥିଲା। ୨୦୧୫ରେ ତାଙ୍କର ଜଣେ ମହିଳା ସହଯୋଗୀ ପାଚୌରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ସେବେଠାରୁ ସେ ଆଇନର ଜାଲରେ ଛନ୍ଦି ହୋଇଯାଇଥିଲେ।

୨୦୧୮ ମସିହା ଅକ୍ଟୋବର ମାସରେ ଦିଲ୍ଲୀ କୋର୍ଟ ପାଚୌରୀଙ୍କ ନାଁରେ ଅସଦାଚରଣର ଚାର୍ଜଫ୍ରେମ କରିଥିଲେ। ପାଚୌରୀଙ୍କ ନାଁରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିବାରୁ ସେ ୨୦୧୫ରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ମାସ ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା।

ତାଙ୍କ ପରେ ଟିଇଆରଆଇର ନିର୍ଦ୍ଦେଶକ ଭାବେ ଡ.ଅଜୟ ମାଥୁର ଦାୟିତ୍ୱ ନେଇଥିଲା।

ଆଜି ତାଙ୍କ ବିୟୋଗରେ ଟିଇଆରଆଇ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଟିଇଆରଆଇ ସଫଳତା ପଛରେ ଡ.ପାଚୌରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ଡା.ଅଜୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story