ଅନଲାଇନରେ ଠକେଇ: ଟ୍ରମ୍ପଙ୍କ ପୂର୍ବତନ ପରାମର୍ଶଦାତା ଗିରଫ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ହ୍ୱାଇଟ ହାଉସର ପୂର୍ବତନ ପରାମର୍ଶଦାତା ଷ୍ଟିଭ ବାନୋନଙ୍କୁ ଗିରଫ କରିଛି ପୁଲିସ୍‌। ଷ୍ଟିଭ ଓ ତାଙ୍କର ୩ ଜଣ ସହଯୋଗର ଅନଲାଇନ ଜରିଆରେ “We Build The Wall” ନାଁରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ପାଣ୍ଠି ସଂଗ୍ରହ କରୁଥିଲେ।

We Build The Wall ନାଁରେ ସେମାନେ ହଜାର ହଜାର ଲୋକଙ୍କ ଠାରୁ ଟଙ୍କା ଆଣି ଏହାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଆମେରିକାର ଦକ୍ଷିଣ ପ୍ରାନ୍ତ ସୀମାରେ କାନ୍ଥ ନିର୍ମାଣ ନାଁରେ ଷ୍ଟିଭ ଆଣ୍ଡ କୋ ପ୍ରାୟ ୨୫ ମିଲିୟନ ଡଲାର ଅର୍ଥ ସଂଗ୍ରହ କରିଥିଲେ। ଏହାକୁ ନେଇ ତମ୍ବିତୋଫାନ ହେବା ପରେ ଶେଷରେ ଷ୍ଟିଭ ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା