ଅନଲାଇନରେ ଠକେଇ: ଟ୍ରମ୍ପଙ୍କ ପୂର୍ବତନ ପରାମର୍ଶଦାତା ଗିରଫ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ହ୍ୱାଇଟ ହାଉସର ପୂର୍ବତନ ପରାମର୍ଶଦାତା ଷ୍ଟିଭ ବାନୋନଙ୍କୁ ଗିରଫ କରିଛି ପୁଲିସ୍‌। ଷ୍ଟିଭ ଓ ତାଙ୍କର ୩ ଜଣ ସହଯୋଗର ଅନଲାଇନ ଜରିଆରେ “We Build The Wall” ନାଁରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ପାଣ୍ଠି ସଂଗ୍ରହ କରୁଥିଲେ। We Build The Wall ନାଁରେ ସେମାନେ ହଜାର ହଜାର ଲୋକଙ୍କ ଠାରୁ ଟଙ୍କା ଆଣି ଏହାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଆମେରିକାର ଦକ୍ଷିଣ ପ୍ରାନ୍ତ ସୀମାରେ […]

fs

fs

Hemant Lenka
  • Published: Thursday, 20 August 2020
  • Updated: 20 August 2020, 08:21 PM IST

Sports

Latest News

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ହ୍ୱାଇଟ ହାଉସର ପୂର୍ବତନ ପରାମର୍ଶଦାତା ଷ୍ଟିଭ ବାନୋନଙ୍କୁ ଗିରଫ କରିଛି ପୁଲିସ୍‌। ଷ୍ଟିଭ ଓ ତାଙ୍କର ୩ ଜଣ ସହଯୋଗର ଅନଲାଇନ ଜରିଆରେ "We Build The Wall” ନାଁରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ପାଣ୍ଠି ସଂଗ୍ରହ କରୁଥିଲେ।

We Build The Wall ନାଁରେ ସେମାନେ ହଜାର ହଜାର ଲୋକଙ୍କ ଠାରୁ ଟଙ୍କା ଆଣି ଏହାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଆମେରିକାର ଦକ୍ଷିଣ ପ୍ରାନ୍ତ ସୀମାରେ କାନ୍ଥ ନିର୍ମାଣ ନାଁରେ ଷ୍ଟିଭ ଆଣ୍ଡ କୋ ପ୍ରାୟ ୨୫ ମିଲିୟନ ଡଲାର ଅର୍ଥ ସଂଗ୍ରହ କରିଥିଲେ। ଏହାକୁ ନେଇ ତମ୍ବିତୋଫାନ ହେବା ପରେ ଶେଷରେ ଷ୍ଟିଭ ଗିରଫ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos