ବିଧବାଙ୍କୁ ହସ୍ପିଟାଲ୍‌ରେ ୪ ଯବାନଙ୍କ ଗଣଦୁଷ୍କର୍ମ !

ପୁଣେ: ପୁଣେର ଏକ ହସ୍ପିଟାଲ୍‌ରେ ସେନାର ୪ ଜଣ ଯବାନ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏସଂକ୍ରାନ୍ତ ଏକ ରିପୋର୍ଟ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଓ ସେନାର ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ମହିଳା ଜଣଙ୍କ ହସ୍ପିଟାଲ୍‌ରେ କାର୍ଯ୍ୟ କରନ୍ତି। ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଛି କିନ୍ତୁ ତାଙ୍କର ଜଣେ ଯୁବ ପୁଅ ଅଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୪ ଯବାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ […]

aq

aq

Hemant Lenka
  • Published: Wednesday, 17 October 2018
  • Updated: 17 October 2018, 06:26 PM IST

Sports

Latest News

ପୁଣେ: ପୁଣେର ଏକ ହସ୍ପିଟାଲ୍‌ରେ ସେନାର ୪ ଜଣ ଯବାନ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏସଂକ୍ରାନ୍ତ ଏକ ରିପୋର୍ଟ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଓ ସେନାର ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି।

ମହିଳା ଜଣଙ୍କ ହସ୍ପିଟାଲ୍‌ରେ କାର୍ଯ୍ୟ କରନ୍ତି। ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଛି କିନ୍ତୁ ତାଙ୍କର ଜଣେ ଯୁବ ପୁଅ ଅଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୪ ଯବାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଦୀର୍ଘ ୪ ବର୍ଷ ହେଲା ମହିଳାଙ୍କ ସହ ଏଭଳି ଗଣଦୁଷ୍କର୍ମ କରାଯାଉଥିଲା।

ପ୍ରଥମେ ଜଣେ ଯବାନ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଆଉ ଜଣେ ଯବାନଙ୍କୁ ମେସେଜ୍‌ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଦ୍ୱିତୀୟ ଯବାନ ଜଣଙ୍କ ମହିଳାଙ୍କ ପାଖରେ ପହଞ୍ଚି ଦୁଷ୍କର୍ମ କରିଥିଲେ। ଏହାପରେ ଅନ୍ୟ ୨ ଜଣ ଯବାନ ମଧ୍ୟ ସମାନ କାର୍ଯ୍ୟ କରିଥିଲେ।

ପୁଲିସ୍‌ର କହିବା ଅନୁଯାୟୀ, ୪ ଜଣ ଯବାନଙ୍କ ମଧ୍ୟରୁ ୨ ଜଣ ଦୁଷ୍କର୍ମ ବେଳର ଭିଡିଓ ଶୁଟିଂ କରି ମହିଳାଙ୍କୁ ବ୍ଲାକମେଲ୍‌ କରିଚାଲୁଥିଲେ। ଏନେଇ ମହିଳା ଜଣଙ୍କ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ହେଁ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story