ଶ୍ରୀଲଙ୍କା ଗଣସଂହାର: ୪ ଜେଡିଏସ କର୍ମୀ ମୃତ, ୩ ଏବେ ବି ନିଖୋଜ

କର୍ଣ୍ଣାଟକ: ଶ୍ରୀଲଙ୍କାରେ ରବିବାର ହୋଇଥିବା ଗଣସଂହାର ଘଟଣାରେ କର୍ଣ୍ଣାଟକ ମେଣ୍ଟ ସରକାରର ଅନ୍ୟତମ ଦଳ ଜେଡିଏସର ୪ ନେତାଙ୍କ ମୃତ୍ୟୁ ହୋଇଛି। ମୋଟ ୭ ଜଣ ଜେଡିଏସ ନେତା ଶ୍ରୀଲଙ୍କା ବୁଲିବାକୁ ଯାଇଥିଲେ। ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ବାକି ୩ ଜଣଙ୍କର କୌଣସି ଖୋଜ ଖବର ନଥିବା ଜଣାପଡ଼ିଛି।  I am deeply pained at the loss of our people in the #colombo attacks. Out of […]

sri lanka blast 3

sri lanka blast 3

Subhransu Sekhar
  • Published: Monday, 22 April 2019
  • Updated: 22 April 2019, 04:30 PM IST

Sports

Latest News

କର୍ଣ୍ଣାଟକ: ଶ୍ରୀଲଙ୍କାରେ ରବିବାର ହୋଇଥିବା ଗଣସଂହାର ଘଟଣାରେ କର୍ଣ୍ଣାଟକ ମେଣ୍ଟ ସରକାରର ଅନ୍ୟତମ ଦଳ ଜେଡିଏସର ୪ ନେତାଙ୍କ ମୃତ୍ୟୁ ହୋଇଛି। ମୋଟ ୭ ଜଣ ଜେଡିଏସ ନେତା ଶ୍ରୀଲଙ୍କା ବୁଲିବାକୁ ଯାଇଥିଲେ। ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ବାକି ୩ ଜଣଙ୍କର କୌଣସି ଖୋଜ ଖବର ନଥିବା ଜଣାପଡ଼ିଛି। 

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ ସଭାପତି ଏଚ୍‍ ଡି କୁମାରସ୍ୱାମୀ ଟ୍ୱିଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ନିଖୋଜ ୩ ଜେଡିଏସ ନେତା  ହେଲେ ଏଚ୍. ଶିଭକୁମାର, ଏ ମରେଗୌଡ଼ା ଏବଂ ଏଚ୍. ପୁଟାରଜୁ। ମୃତ ୪ ନେତା ହେଲେ ଲକ୍ଷ୍ମଣ ଗୌଡ଼ ରମେଶ, କେଏମ ଲକ୍ଷ୍ମୀନାରାୟଣ, ଏମ୍ ରଙ୍ଗପା ଏବଂ କେଜି ହନୁମନ୍ତାରୟପ୍ପା।
 
ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ କର୍ଣ୍ଣାଟକା ଭବନ ସହ କର୍ଣ୍ଣାଟକା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଅଫିସ୍ ଯୋଗାଯୋଗରେ ଥିବା ଜଣାପଡ଼ିଛି। ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ମଧ୍ୟ ଏ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
 
ଗତକାଲି ଇଷ୍ଟର ସଣ୍ଡେ ପାଳନ ହେଉଥିବା ବେଳେ ଶ୍ରୀଲଙ୍କାରେ ମୋଟ ୮ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଭାରତୀୟଙ୍କ ସମେତ ୨୯୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ରୁ ଅଧିକ ଆହତ ହୋଇ ଶ୍ରୀଲଙ୍କାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story