କରୋନା ଟିକା ଚାହୁଁଛନ୍ତି କି? ଡାଉନଲୋଡ କରନ୍ତୁ ଏହି ଆପ୍

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି କରୋନାକୁ ମାତ ଦେଇପାରୁଥିବା ଟିକା। ଏହି ଟିକା ନେବା ପାଇଁ ଜଣେ ବ୍ୟକ୍ତି ନିଜ ତରଫରୁ ନାଁ ପଞ୍ଜୀକରଣ କରିପାରିବ। ଏଥିପାଇଁ କେନ୍ଦ୍ର ସରକାର କୋ-ୱିନ(Co WIN) ଆପ୍‌ର ପ୍ରଚଳନ କରିବେ। ଆଜି ଟିକାକରଣ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କେନ୍ଦ୍ର ସରକାର ଏମିତି ଏକ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି ଯେ ଯାହା ଆରମ୍ଭରୁ ଶେଷ ଯାଏ ସବୁ କିଛିକୁ ମନିଟର କରିବ। […]

s

s

Hemant Lenka
  • Published: Tuesday, 08 December 2020
  • Updated: 08 December 2020, 05:54 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି କରୋନାକୁ ମାତ ଦେଇପାରୁଥିବା ଟିକା। ଏହି ଟିକା ନେବା ପାଇଁ ଜଣେ ବ୍ୟକ୍ତି ନିଜ ତରଫରୁ ନାଁ ପଞ୍ଜୀକରଣ କରିପାରିବ। ଏଥିପାଇଁ କେନ୍ଦ୍ର ସରକାର କୋ-ୱିନ(Co WIN) ଆପ୍‌ର ପ୍ରଚଳନ କରିବେ। ଆଜି ଟିକାକରଣ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କେନ୍ଦ୍ର ସରକାର ଏମିତି ଏକ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି ଯେ ଯାହା ଆରମ୍ଭରୁ ଶେଷ ଯାଏ ସବୁ କିଛିକୁ ମନିଟର କରିବ।

ଟିକାକରଣ ପାଇଁ କୋ ୱିନ୍‌ ନାଁରେ ଗୋଟିଏ ଆପ୍‌ ପ୍ରଚଳନ କରିବେ। ଏହାକୁ ଭାରତୀୟମାନେ ଫ୍ରିରେ ଡାଉନଲୋଡ କରିପାରିବେ। ଏହା Electronic Vaccine Intelligence Network (eVIN)ର ବିକଶିତ ଭର୍ସନ। ଏହି ଆପକୁ ବ୍ୟବହାର କରି ଜଣେ ବ୍ୟକ୍ତି ଟିକା ପାଇଁ ନିଜର ନାଁ ପଞ୍ଜୀକରଣ କରିପାରିବେ। ସେହିପରି ଗୋଟିଏ ସଂଗଠନ ବା ଗୋଷ୍ଠୀର ଟିକାକରଣ ପାଇଁ ଆପକୁ ବ୍ୟବହାର କରାଯାଇପାରିବ।

ଜଣେ ବ୍ୟକ୍ତିଙ୍କ ନିକଟବର୍ତ୍ତୀ ଅଞ୍ଚଳରେ କେଉଁଠି ଟିକାକରଣ କେନ୍ଦ୍ର ରହିଛି, ତା’ର ସୂଚନା ଆପ୍‌ରୁ ମିଳିବ। ଟିକା ସଂରକ୍ଷଣ ଓ ପରିଚାଳନା ଆଦି ସମ୍ପର୍କରେ ବି ଆପ୍‌ରେ ତଥ୍ୟ ରହିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରିୟଲ ଟାଇମ ତଥ୍ୟ ଏହି ଆପ୍‌ରେ ରହିବ। କେତେ ଟିକା ବର୍ତ୍ତମାନ ଦେଶରେ ରହିଛି ଓ ଆଗକୁ କେଉଁ ଟିକା ଆସିବ, ତା’ର ତଥ୍ୟ ଏଥିରେ ରହିବ ବୋଲି ସେ କହିଛନ୍ତି। ଜଣେ ଟିକା ନେବା ପରେ ତା’ର ତଥ୍ୟ ମଧ୍ୟ ଆପ୍‌ରେ ରହିବ। ଏସଏମସ ଦ୍ୱାରା ଟିକା ନେବାକୁ ଥିବା ଲୋକଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story