ମୋଦିଙ୍କ ବଡ଼ ଘୋଷଣା: ଆଉ ୫ ମାସ ଯାଏ ମାଗଣା ରାସନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକଙ୍କୁ କରୋନା ପାଇଁ ଅଧିକ ସତର୍କ ରହିବାକୁ ସେ ଆହ୍ୱାନ କରିଛନ୍ତି। ଏଥିସହ ଆସନ୍ତା ୫ ମାସ ଯାଏ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ଯାଏ ବୃଦ୍ଧି […]

da

da

Hemant Lenka
  • Published: Tuesday, 30 June 2020
  • Updated: 30 June 2020, 04:40 PM IST

Sports

Latest News

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକଙ୍କୁ କରୋନା ପାଇଁ ଅଧିକ ସତର୍କ ରହିବାକୁ ସେ ଆହ୍ୱାନ କରିଛନ୍ତି। ଏଥିସହ ଆସନ୍ତା ୫ ମାସ ଯାଏ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଉଛି। ଏହାର ଅର୍ଥ ୮୦ କୋଟି ଲୋକଙ୍କୁ ନଭେମ୍ବର ଶେଷ ଯାଏ ମାଗଣା ରାସନ ସାମଗ୍ରୀ ମିଳିବ। ଏଥିପାଇଁ ଅତିରିକ୍ତ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମୋଟ ଉପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଆଗକୁ ବର୍ଷା ଋତୁରେ ପର୍ବପର୍ବାଣି ଆସୁଛି। ତେଣୁ ଲୋକଙ୍କ ଖର୍ଚ୍ଚ ବି ବଢ଼ିବ। ତେଣୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଯାଏ ଚାଲିବ। ୮୦ କୋଟି ଲୋକଙ୍କୁ ନଭେମ୍ବର ଶେଷ ଯାଏ ମାସକୁ ୫ କେଜି ଚାଉଳ କିମ୍ବା ଗହମ ମିଳିବ। ସେହିପରି ପ୍ରତି ପରିବାରକୁ ୧ କେଜି ଡାଲି ବି ମାଗଣାରେ ମିଳିବ।

ଚାଷୀ ଓ ଟିକସଦାତାଙ୍କ ପାଇଁ ଗରିବଙ୍କୁ ଅନ୍ନ ଦିଆଯାଇ ପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୦ ହଜାର ଜନଧନ ଆକାଉଣ୍ଟକୁ ୩୧ ହଜାର କୋଟି ଟଙ୍କା ଯାଇଛି। ସରକାର ସର୍ବଦା ଗରିବଙ୍କ ପାଇଁ କାମ କରୁଛନ୍ତି। ଏଥିପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମୋଦି କହିଛନ୍ତି।

ମାର୍ଚ୍ଚ ୨୬ରେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ଆସନ୍ତା ୩ ମାସ ଯାଏ ପରିବାରରେ ମୁଣ୍ଡ ପିଛା ମାଗଣା ୫ କେଜି ଲେଖାଏ ଚାଉଳ କିମ୍ବା ଗହମ ମିଳିବ ବୋଲି କହିଥିଲେ। ସେହିପରି ଘର ପିଛା ୧ କେଜି ଡାଲି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।

ସେ ଆହୁରି କହିଛନ୍ତି, କରୋନା ସହ ଲଢ଼େଇ କରି କରି ଆମେ ଅନଲକ୍-୨ରେ ପ୍ରବେଶ କଲୁଣି। ଆସନ୍ତକାଲି ଠାରୁ ସମଗ୍ର ଦେଶରେ ଅନଲକ-୨ ଆରମ୍ଭ ହେବ। ଅନଲକ-୨ ସହ ଆମ ପାଖରୁ ମୌସୁମୀ ବି ଆସି ପହଞ୍ଚି ଗଲାଣି। ଏଭଳି ସମୟରେ ପୂର୍ବାପେକ୍ଷା ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଲକଡାଉନ ପାଇଁ ଅନେକ ଜୀବନ ରକ୍ଷା କରାଯାଇପାରିଛି। ସାରା ବିଶ୍ୱ ତୁଳନାରେ ଭାରତରେ କରୋନା ମୃତ୍ୟୁହାର ସବୁଠାରୁ କମ।

ତେବେ ଅନଲକ-୧ ପରଠାରୁ ଅନେକ ଲୋକ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ଲକଡାଉନ ଆରମ୍ଭରୁ ଆମେ ଅଧିକ ଯତ୍ନବାନ ଥିଲେ। ହେଲେ ସତର୍କ ରହିବା ସମୟରେ ଆମେ ଅଧିକ ଅବହେଳା କରୁଛେ। ଏହା ଆଦୌ ଠିକ ନୁହେଁ। ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ।

ବିଶେଷ କରି କଣ୍ଟେନମେଣ୍ଟ ଜୋନରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଯେଉଁମାନେ ନିୟମ ମାନୁନଥିବେ ସେମାନଙ୍କୁ ରୋକିବା ଓ ଧରିବା ଜରୁରୀ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେହି ବି ନୟମରୁ ଋର୍ଦ୍ଧ୍ୱରେ ନୁହନ୍ତି।

ସରକାର, ନାଗରିକଙ୍କୁ ପୂର୍ବଭଳି ସତର୍କତା ଦେଖାଇବା ଜରୁରୀ। ଏହା ୧୩୦ କୋଟି ଲୋକଙ୍କ ଜୀବନର କଥା। ତେଣୁ ଆମେ ଟିକେ ବି ଅସତର୍କ ହେବାନି ବୋଲି ମୋଦି ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story