ବାହାଦୁର ପୋଲିସ୍‌ ଅଫିସର: ମହିଳାଙ୍କୁ ବଞ୍ଚାଇବା ପାଇଁ ମୃତ୍ୟୁ ପାଖରେ ସମର୍ପି ଦେଲେ ଜୀବନ

ନୂଆଦିଲ୍ଲୀ: ସିନେମାରେ କର୍ତ୍ତବ୍ୟ ନିଷ୍ଟ ପୋଲିସ୍ ଅଫିସରଙ୍କୁ ଦେଖିଥିବେ। ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅନ୍ୟାୟ ବିରୋଧରେ ଏକା ଏକା ଲଢୁଥିବା ଦେଖି ବେଶ ଖୁସି ହେଉଥିବେ। ଏମିତି ବି କିଛି ପୋଲିସ୍‌ ଅଫିସରଙ୍କ ଅଭିନୟ ଦେଖିଥିବେ ଯିଏ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି। ହେଲେ ବାସ୍ତବରେ କ’ଣ ଏହା ସମ୍ଭବ? ଅନ୍ୟର ଜୀବନ ବଞ୍ଚାବାକୁ ଯାଇ କ’ଣ କିଏ ଜୀବନ ଦେଇ ପାରେ। ରିଲ୍‌ ଲାଇଫ୍‌ରେ ଦେଖୁଥିବା ଏମିତି କିଛି ଝଲକକୁ […]

France

France

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 11:26 AM IST

Sports

Latest News

ନୂଆଦିଲ୍ଲୀ: ସିନେମାରେ କର୍ତ୍ତବ୍ୟ ନିଷ୍ଟ ପୋଲିସ୍ ଅଫିସରଙ୍କୁ ଦେଖିଥିବେ। ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅନ୍ୟାୟ ବିରୋଧରେ ଏକା ଏକା ଲଢୁଥିବା ଦେଖି ବେଶ ଖୁସି ହେଉଥିବେ। ଏମିତି ବି କିଛି ପୋଲିସ୍‌ ଅଫିସରଙ୍କ ଅଭିନୟ ଦେଖିଥିବେ ଯିଏ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି। ହେଲେ ବାସ୍ତବରେ କ’ଣ ଏହା ସମ୍ଭବ? ଅନ୍ୟର ଜୀବନ ବଞ୍ଚାବାକୁ ଯାଇ କ’ଣ କିଏ ଜୀବନ ଦେଇ ପାରେ। ରିଲ୍‌ ଲାଇଫ୍‌ରେ ଦେଖୁଥିବା ଏମିତି କିଛି ଝଲକକୁ ରିୟଲ ଲାଇଫରେ ବାସ୍ତବରେ କରି ଦେଖାଇଛନ୍ତି ଜଣେ ପୋଲିସ ଅଧିକାରୀ। ଅନ୍ୟକୁ ବଞ୍ଚାଇବା ପାଇଁ ଏହି ପୋଲିସ୍‌ ଅଫିସର ଜଣଙ୍କ ନିଜ ଜୀବନକୁ ଆତଙ୍କବାଦୀଙ୍କୁ ସମର୍ପି ଦେଇଛନ୍ତି। ଆସନ୍ତୁ ଜାଣିବା ଏହି ବାହାଦୁର ଅଫିସରଙ୍କ ବିଷୟରେ।

ଏହି ରିୟଲ ହିରୋ ଜଣକ ହେଲେ ଫ୍ରାନ୍ସର ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଅର୍ଣ୍ଣଡ୍ ବେଲ୍‌ଟ୍ରାମ୍‌। ଶୁକ୍ରବାର ଦକ୍ଷିଣ ଫ୍ରାନ୍ସର ଏକ ସୁପର ମାର୍କେଟ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆତଙ୍କବାଦୀମାନେ ଜଣେ ମହିଳାଙ୍କୁ ବନ୍ଦୀ କରିନେଇଥିଲେ। ଅର୍ଣ୍ଣଡ୍ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ ଚଳାଇଥିଲେ। ଆତଙ୍କବାଦୀଙ୍କ ପାଖରେ ପହଞ୍ଚିବା ମୃତ୍ୟୁକୁ ନିମନ୍ତ୍ରଣ ଦେବା ସହିତ ସମାନ ଥିଲା। ଏକଥା ଜାଣି ମଧ୍ୟ ସେ ତିଳେ ହେଲେ ଭୟଭିତ ହୋଇ ନଥିଲେ।

ମହିଳାଙ୍କୁ ବଞ୍ଚାଇବା ପାଇଁ ଅର୍ଣ୍ଣଡ୍ ନିଜେ ଆତଙ୍କବାଦୀଙ୍କ ନିକଟରେ ବନ୍ଦୀ ହୋଇଗଲେ। ଧୀରେ ଧୀରେ ଚତୁରତାର ସହ ସାଥୀ ଅଫିସରଙ୍କୁ ଫୋନ୍‌ ମଧ୍ୟ କରିଦେଲେ। ଫଳରେ ବାହାରେ ଥିବା ପୋଲିସ୍‌ଙ୍କ ପାଖରେ ଆତଙ୍କବାଦୀଙ୍କ ସମସ୍ତ ସୂଚନା ପହଞ୍ଚିବାରେ ଲାଗିଲା। ସେମାନେ ସୁପର ମାର୍କେଟ୍‌ ବିଲ୍‌ଡିଂ ଭିତରେ ପସି ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର କରିବାରେ ସଫଳ ହେଲେ। ହେଲେ ଅର୍ଣ୍ଣଡ୍‌ଙ୍କୁ ବଞ୍ଚାଇ ପାରି ନଥିଲେ। ସହକର୍ମୀମାନେ ତାଙ୍କ ପାଖରେ ପହଞ୍ଚିବା ବେଳକୁ ବହୁତ ଡେରି ହୋଇଯାଥିଲା। ସେତେବେଳକୁ ଆତଙ୍କବାଦୀଙ୍କ ଗୁଳି ତାଙ୍କ ଜୀବନ ନେଇ ସାରିଥିଲା।

ଏବେ ସାରା ଦେଶ ଅର୍ଣ୍ଣଡ୍‌ଙ୍କୁ ଝୁରୁଛି। ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍‌ ମାକ୍ରୋନ୍‌ ତାଙ୍କୁ ରିୟଲ୍ ହିରୋଙ୍କୁ ବୋଲି ସମ୍ବୋଧନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story