ପୁଣି ମହଙ୍ଗା ମାଡ଼, ଗ୍ୟାସ୍‌ ଏବଂ ବିମାନ ଇନ୍ଧନର ଦର ବଢିଲା

ନୂଆଦିଲ୍ଲୀ:ରବିବାର ବିମାନ ଇନ୍ଧନର ଦର ୬ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ ପଇସା ବଢ଼ିଛି। ସେହି ଅନୁଯାୟୀ ଦିଲ୍ଲୀରେ ଏବେ ବିମାନ ଇନ୍ଧନ ବା ଆଭିଏସନ ଟର୍ବାଇନ୍‌ ଫ୍ୟୁଏଲ(ଏଟିଏଫ)ର ମୂଲ୍ୟ କିଲୋ ଲିଟର ପ୍ରତି ୫୩,୦୪୫ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ ଏହାର ମୂଲ୍ୟ ୫୦,୦୨୯ଟଙ୍କା ଥିଲା। ଏବେ ୬ ପ୍ରତିଶତ ଅଧିକ ହେବା ପରେ କିଲୋଲିଟର ପ୍ରତି ୩,୦୨୫ ଟଙ୍କା ବୃଦ୍ଧି ହୋଇଛି। ଅଗଷ୍ଟ ପରେ ୩ୟ ଥର […]

gas-1

gas-1

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 12:53 PM IST

Sports

Latest News

ନୂଆଦିଲ୍ଲୀ:ରବିବାର ବିମାନ ଇନ୍ଧନର ଦର ୬ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ ପଇସା ବଢ଼ିଛି। ସେହି ଅନୁଯାୟୀ ଦିଲ୍ଲୀରେ ଏବେ ବିମାନ ଇନ୍ଧନ ବା ଆଭିଏସନ ଟର୍ବାଇନ୍‌ ଫ୍ୟୁଏଲ(ଏଟିଏଫ)ର ମୂଲ୍ୟ କିଲୋ ଲିଟର ପ୍ରତି ୫୩,୦୪୫ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ ଏହାର ମୂଲ୍ୟ
୫୦,୦୨୯ଟଙ୍କା ଥିଲା। ଏବେ ୬ ପ୍ରତିଶତ ଅଧିକ ହେବା ପରେ କିଲୋଲିଟର ପ୍ରତି ୩,୦୨୫ ଟଙ୍କା ବୃଦ୍ଧି ହୋଇଛି। ଅଗଷ୍ଟ ପରେ ୩ୟ ଥର ପାଇଁ ଏହି ବିମାନ ଇନ୍ଧନ ଦର ବଢ଼ିଥିବା କୁହାଯାଉଛି। ଏନେଇ ସବୁଠୁ ବୃହତ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସେପ୍ଟେମ୍ବର ୧ରେ ଏଟିଏଫ୍‌ ମୂଲ୍ୟ ୪ପ୍ରତିଶତ(୧,୯୧୦ଟଙ୍କା କିଲୋଲିଟର ପ୍ରତି) ବଢ଼ିଥିଲା।

ସେହିପରି ଏଲ୍‌ପିଜି ମୂଲ୍ୟ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସରକାର ଏଲପିଜି ଉପରେ ରିହାତି ଉଚ୍ଛେଦ ପାଇଁ କହିଥିଲେ। ଆଉ ଆଗାମୀ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସରେ ଏଲପିଜି ଦର ୪ ଟଙ୍କା ବଢିବ ବୋଲି ଘୋଷଣା କରିଥିଲେ। ଏବେ ଦିଲ୍ଲୀରେ ୧୪.୨କେଜି ଯୁକ୍ତ ଏଲପିଜି ସିଲିଣ୍ଡର ପ୍ରତି ୪୮୮.୬୮ଟଙ୍କା ଦେବାକୁ ପଡ଼ିବ ବୋଲି ଆଓସିଏଲ ପକ୍ଷରୁ କୁହାଯାଇଛି। ଗତ ସେପ୍ଟେମ୍ବର ୧ ତାରିଖରେ ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story