ଚୀନ୍ ଛାଡ଼ି ଭାରତ ଆସିବ ଏହି ଜର୍ମାନ୍ କମ୍ପାନୀ!

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଏବେ ଅନେକ ଦେଶର କମ୍ପାନୀ ଚୀନ୍ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜର୍ମାନୀର ଜୋତା କମ୍ପାନୀ ଭୋନ୍ ଓ୍ୱେଲକ୍ସ (VON WELLX) ଏବେ ଚୀନ୍ ଛାଡ଼ି ଭାରତ ଆସିବ ବୋଲି ଜଣାପଡ଼ିଛି। ଚୀନରେ ଏହି ଜୋତା କମ୍ପାନୀର କାରଖାନା ରହିଛି। ଭାରତରେ ଆଗ୍ରାରେ ଏହି ଜୋତା କମ୍ପାନୀ କାରଖାନା ବସାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଏଥିପାଇଁ ଲ୍ୟାଟ୍ରିକ ଇଣ୍ଡଷ୍ଟ୍ରୀଜ ସହିତ ଚୁକ୍ତି କରିଥିବା ସୂଚନା ରହିଛି। VON WELLX ଜୋତା […]

vonwellx

vonwellx

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 08:26 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଏବେ ଅନେକ ଦେଶର କମ୍ପାନୀ ଚୀନ୍ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜର୍ମାନୀର ଜୋତା କମ୍ପାନୀ ଭୋନ୍ ଓ୍ୱେଲକ୍ସ (VON WELLX) ଏବେ ଚୀନ୍ ଛାଡ଼ି ଭାରତ ଆସିବ ବୋଲି ଜଣାପଡ଼ିଛି। ଚୀନରେ ଏହି ଜୋତା କମ୍ପାନୀର କାରଖାନା ରହିଛି। ଭାରତରେ ଆଗ୍ରାରେ ଏହି ଜୋତା କମ୍ପାନୀ କାରଖାନା ବସାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଏଥିପାଇଁ ଲ୍ୟାଟ୍ରିକ ଇଣ୍ଡଷ୍ଟ୍ରୀଜ ସହିତ ଚୁକ୍ତି କରିଥିବା ସୂଚନା ରହିଛି।

VON WELLX ଜୋତା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ସାଧାରଣତଃ ପାଦରେ ଦରଜ ହେଲେ, ପିଠି ଯନ୍ତ୍ରଣା ହେଲେ ଏହି ଜୋତାକୁ ଅଧିକ ଲୋକ ପିନ୍ଧିବାକୁ ଚିନ୍ତା କରନ୍ତି। ବିଶ୍ୱର ୮୦ଟି ଦେଶରେ ଏହି ଜୋତା ବିକ୍ରି ହୁଏ। ଏହାର ଗ୍ରାହକ ସଂଖ୍ୟା ୧୦ କୋଟିରୁ ଅଧିକ ରହିଥିବା ଜଣାପଡ଼ିଛି। ୨୦୧୯ରେ ଏହି ଜୋତା କମ୍ପାନୀର ଶୁଭାରମ୍ଭ ହୋଇଥିଲା। ସାରା ବିଶ୍ୱରେ ୫୦୦ ଖୁଚୁରା ଦୋକାନ ରହିଛି। ଏହା ବ୍ୟତୀତ ଅନଲାଇନ୍ ମଧ୍ୟ ବିକ୍ରି ହୁଏ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମୋବାଇଲ ଓ ଯନ୍ତ୍ରାଂଶ ତିଆରି କରୁଥିବା ଘରୋଇ କମ୍ପାନୀ ଲାଭା ଇଣ୍ଟରନେଶନାଲ ଏବେ ଚୀନ୍ ଛାଡ଼ି ଭାରତରେ ନିବେଶ କରିବ ବୋଲି ଶୁକ୍ରବାର ଘୋଷଣା କରିଛି। ନିକଟରେ ବିଦେଶୀ କମ୍ପାନୀକୁ ଭାରତରେ ନିବେଶ କରିବା ପାଇଁ ସୁହାଇଲା ଭଳି ନୀତି ତିଆରି କରିଛି ଭାରତ। ଏବେ ଏହି ନୀତିକୁ ସମର୍ଥନ କରି ଲାଭା ଏବେ ମେଡ୍ ଇନ୍ ଚାଇନା ବଦଳରେ ମେଡ୍ ଇନ୍ ଇଣ୍ଡିଆ ହେବାକୁ ଘୋଷଣା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story