ଧମକ୍‌ ଦେବା ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ଗିରଫ

ଗାଜିଆବାଦ: ବରିଷ୍ଠ ସାମ୍ୱାଦିକ ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୋଲିସ ଶୁକ୍ରବାର ସକାଳେ ଗିରଫ କରିଛି। ଭୋର ୪ଟାରେ ଗାଜିଆବାଦର ଇନ୍ଦିରାପୁରମ୍‌ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ଇନ୍ଦିରାପୁରମ୍‌ ଥାନାରେ ୫ ଘଣ୍ଟା ଧରି ତାଙ୍କୁ  ପଚରାଉଚରା କରାଯାଇଥିଲା।  ବର୍ମାଙ୍କ ବିରୋଧରେ ଛତିଶଗଡ଼ରେ ଧାରା ୩୮୪ ଓ ଧାରା ୫୦୬ରେ ଧମକ ଚମକ ଦେବା ନେଇ ମାମଲା ରୁଜୁ ହୋଇଛି। ରାୟପୁରରୁ ଜବତ ହୋଇଥିବା ଅଶ୍ଲୀଳ ସିଡି ମାମଲାରେ ବିନୋଦଙ୍କ ସମ୍ପୃକ୍ତି ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି […]

vinod-verma-journalist-twitter_650x400_51509075837

Rakesh Mallick
  • Published: Friday, 27 October 2017
  • Updated: 27 October 2017, 01:19 PM IST

Sports

Latest News

ଗାଜିଆବାଦ: ବରିଷ୍ଠ ସାମ୍ୱାଦିକ ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୋଲିସ ଶୁକ୍ରବାର ସକାଳେ ଗିରଫ କରିଛି। ଭୋର ୪ଟାରେ ଗାଜିଆବାଦର ଇନ୍ଦିରାପୁରମ୍‌ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ଇନ୍ଦିରାପୁରମ୍‌ ଥାନାରେ ୫ ଘଣ୍ଟା ଧରି ତାଙ୍କୁ  ପଚରାଉଚରା କରାଯାଇଥିଲା।  ବର୍ମାଙ୍କ ବିରୋଧରେ ଛତିଶଗଡ଼ରେ ଧାରା ୩୮୪ ଓ ଧାରା ୫୦୬ରେ ଧମକ ଚମକ ଦେବା ନେଇ ମାମଲା ରୁଜୁ ହୋଇଛି। ରାୟପୁରରୁ ଜବତ ହୋଇଥିବା ଅଶ୍ଲୀଳ ସିଡି ମାମଲାରେ ବିନୋଦଙ୍କ ସମ୍ପୃକ୍ତି ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡିଛି।

ପଣ୍ଡରୀ ଅଞ୍ଚଳରେ ରହୁଥିବା ପ୍ରକାଶ ବାଜାଜ୍‌ଙ୍କୁ ବର୍ମା ଫୋନ୍ ଯୋଗେ ଧମକ ଦେଇଥିଲେ । ଅଶ୍ଲୀଳ ସିଡି ଜବତ ହେବା ଘଟଣା ସକାଶେ ଏଭଳି ଧମକ ଚମକ ଦିଆଯାଉଥିଲା ବୋଲି ପୋଲିସ୍ ସୁତ୍ରର ପ୍ରକାଶ । ପ୍ରକାଶ ଥାଉ କି, ବଜାଜ ଛତିଶଗଡର ଜଣେ ମନ୍ତ୍ରୀଙ୍କ ସହଯୋଗୀ ହୋଇଥିବାରୁ ଏଭଳି ଧମକ ଦିଆଯାଉଥିବା ପୋଲିସ ସନ୍ଦେହ କରୁଛି ।   ଏହି ମାମଲାରେ ପ୍ରଥମେ ଏକ ସିଡି ଦୋକାନ ଉପରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ  ୧୦୦୦ ସିଡି କପି ସହ ଭିଡିଓ  ଜବତ କରାଯାଇଥିଲା। ଜବତ ସିଡିରେ ସ୍ଥାନୀୟ ଅଞ୍ଚଳର ଜଣେ ମନ୍ତ୍ରୀଙ୍କ ଅଶ୍ଲୀଳ କ୍ଲିପ୍‌ ରହିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story