ଯୁବତୀଙ୍କୁ ଗଣଦୁଷ୍କର୍ମ, ହସ୍ପିଟାଲରେ ଭର୍ତ୍ତି

ନୋଏଡା: ପୁଣିଥରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିଲ୍ଲୀ ନିକଟ ନୋଏଡାରେ ଜଣେ ଯୁବତୀଙ୍କୁ ୫ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରି ଫୋପାଡ଼ି ଦେଇଛନ୍ତି। ନୋଏଡାର ସେକ୍ଟର ୫୧ ଅନ୍ତର୍ଗତ କେନ୍ଦ୍ରୀୟ ବିହାର ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତା ଜଣଙ୍କ ଅବସ୍ଥା ଗୁରୁତର ଥିଲେ ହେଁ ସେ ୩ ଜଣ ଦୁର୍ବୃତ୍ତଙ୍କ ନାଁ ପୁଲିସ୍‌ ଆଗରେ କହିବାକୁ ସକ୍ଷମ ହୋଇଛନ୍ତି। […]

ng

ng

Hemant Lenka
  • Published: Friday, 24 January 2020
  • Updated: 24 January 2020, 02:04 PM IST

Sports

Latest News

ନୋଏଡା: ପୁଣିଥରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିଲ୍ଲୀ ନିକଟ ନୋଏଡାରେ ଜଣେ ଯୁବତୀଙ୍କୁ ୫ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରି ଫୋପାଡ଼ି ଦେଇଛନ୍ତି। ନୋଏଡାର ସେକ୍ଟର ୫୧ ଅନ୍ତର୍ଗତ କେନ୍ଦ୍ରୀୟ ବିହାର ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତା ଜଣଙ୍କ ଅବସ୍ଥା ଗୁରୁତର ଥିଲେ ହେଁ ସେ ୩ ଜଣ ଦୁର୍ବୃତ୍ତଙ୍କ ନାଁ ପୁଲିସ୍‌ ଆଗରେ କହିବାକୁ ସକ୍ଷମ ହୋଇଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ କିମ୍ବା ପୁଲିସ୍‌ କାହାକୁ ଗିରଫ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos